www.samajalive.in
Monday, December 15, 2025
24.1 C
Bhubaneswar

୫୦୦ଟି ମେଲ୍‍ ଏକ୍ସପ୍ରେସ୍‍ ହେଲା ସୁପରଫାଷ୍ଟ ଟ୍ରେନ

ଡେସ୍କ: ଭାରତୀୟ ରେଳବାଇ ପକ୍ଷରୁ ୫୦୦ଟି ମେଲ୍‍ ଏକ୍ସପ୍ରେସ୍‍ ଟ୍ରେନ୍‍କୁ ସୁପରଫାଷ୍ଟ ଟ୍ରେନରେ ପରିବର୍ତ୍ତିତ କରାଯାଇଛି।ଏହାଛଡ଼ା ୬୫ ଯୋଡ଼ା ଟ୍ରେନ୍‍ର ଗତି ପରିବର୍ତ୍ତନ କରାଯାଇ ସୁପରଫାଷ୍ଟ ବର୍ଗକୁ ଅଣାଯାଇଛି। ଏହି ଟ୍ରେନ୍‍ ଗୁଡ଼ିକର ଗତି ୧୦ ମିନିଟ୍‍ରୁ ୭୦ ମିନିଟ୍‍ ମଧ୍ୟରେ ରଖାଯାଇଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ ନୂଆ ସମୟ ସାରଣୀରେ ଏହି ବିଷୟ ସ୍ଥାନିତ ହୋଇଛି। ଆସନ୍ତା ଶନିବାର ଠାରୁ ଏହି ନୂଆ ସମୟସାରଣୀ କାର୍ଯ୍ୟକ୍ଷମ ହେବ। ରେଳ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୨-୨୩ ବର୍ଷରେ ମେଲ୍‍ ଏକ୍ସପ୍ରେସ୍‍ ଟ୍ରେନ୍‍ ଗୁଡ଼ିକର ସମୟାନୁବର୍ତ୍ତିତା ୮୪ ପ୍ରତିଶତ ରହିଛି। ଏହା ୨୦୧୯-୨୦ ବର୍ଷଠାରୁ ୯ ପ୍ରତିଶତ ଅଧିକ ବୋଲି ରେଳ ମନ୍ତ୍ରାଳୟ କହିଛି।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories