www.samajalive.in
Tuesday, December 9, 2025
17.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଅନ୍ତିମ ଯାତ୍ରାରେ ମହାରାଣୀ: ଚାଲିଛି ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ବିତୀୟଙ୍କ ଅନ୍ତିମ ସଂସ୍କାର ପ୍ରକ୍ରିୟା..

ଏସଏସସି ଦୁର୍ନୀତି ମାମଲା: ୟୁନିଭର୍ସିଟି ଅଫ୍‌ ନର୍ଥ ବେଙ୍ଗଲର କୁଳପତି ସୁବୀର ଭଟ୍ଟାଚାର୍ଯ୍ୟ ଗିରଫ..

- Advertisement -

କଟକ ବଡ଼ ଡାକ୍ତରଖାନା ଓ ତାଳଦଣ୍ଡା କେନାଲ ରୂପାନ୍ତରଣ କାମ ସମୀକ୍ଷା କଲେ ୫-ଟି ସଚିବ..

ରାଜ୍ୟ ସରକାର କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା.. ସରକାରଙ୍କ ପକ୍ଷରୁ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୩% ବୃଦ୍ଧି କରାଯାଇଛି.. ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଛି..

ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ… ୬୧ ବର୍ଷ ବୟସରେ ଦେହାନ୍ତ ହୋଇଥିବା ସୂଚନା… କିଡନୀ ରୋଗରେ ପୀଡ଼ିତ ଥିଲେ ବିଷ୍ଣୁ… ଗତ ମାସେ ଧରି ଭୁବନେଶ୍ୱର ଏମ୍‌ସ ଡାକ୍ତରଖାନାରେ ଚାଲିଥିଲା ଚିକିତ୍ସା… ବିରୋଧୀ ଦଳ ଉପନେତା ଥିଲେ ବିଷ୍ଣୁ ସେଠୀ…

ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ… ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ… ବିଷ୍ଣୁଙ୍କ ଜନ କଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ କହିଲେ ନବୀନ… ବିଷ୍ଣୁ ଜଣେ ଦକ୍ଷ ଓ ଲୋକପ୍ରିୟ ରାଜନେତା ଥିଲେ ବୋଲି ରାଜ୍ୟପାଳ କଲେ ଟ୍ୱିଟ୍‌…

ରାଜ୍ୟରେ କମୁଛି କରୋନା ସଂକ୍ରମଣ… ଗତ ୨୪ ଘଣ୍ଟାରେ ଆଉ ୧୨୫ କରୋନା ଆକ୍ରାନ୍ତ ଚିହ୍ନଟ… ସୁସ୍ଥ ହେଲେ ଆଉ ୧୮୧ ଜଣ ସଂକ୍ରମିତ… ରାଜ୍ୟରେ ମୋଟ୍‌ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୫୫୩…

ଦେଶରେ ୫ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ… ଗତ ୨୪ ଘଣ୍ଟାରେ ଆଉ ୪,୮୫୮ କରୋନା ଆକ୍ରାନ୍ତ ଚିହ୍ନଟ… ସୁସ୍ଥ ହେଲେ ଆଉ ୪୭୩୫ ଜଣ ସଂକ୍ରମିତ… ଦେଶରେ ମୋଟ୍‌ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୪୮,୦୨୭…

ଉପରମୁଣ୍ଡରେ ବର୍ଷା ଯୋଗୁଁ ପୁଣି ବଢ଼ିଲା ହୀରାକୁଦର ଜଳସ୍ତର… ଆଜି ଖୋଲିବ ହୀରାକୁଦ ଡ୍ୟାମର ୪ଟି ଗେଟ୍‌… ପର୍ଯ୍ୟାୟକ୍ରମେ ଗେଟ୍‌ ଖୋଲିବା ନେଇ ସୂଚନା ଦେଲେ ହୀରକୁଦ କର୍ତ୍ତୃପକ୍ଷ…

ଖୋଲିବ କି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ?…  ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ​‌ବୈଠକ… ରତ୍ନ ଭଣ୍ଡାର ଖୋଲିବା ନେଇ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା… ସେପଟେ ରତ୍ନଭଣ୍ଡାର ଖୋଲିବାକୁ ବହୁ ଦିନ ଧରି ସାଧାରଣରେ ହୋଇ ଆସୁଛି ଦାବି…

ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ… ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପ୍ରଭାବ… ୨୧ ଯାଏଁ ରାଜ୍ୟରେ ଅତି ପ୍ରବଳ ବର୍ଷା ସମ୍ଭାବନା… ଆଗାମୀ ୭୨ ଘଣ୍ଟା ଯାଏଁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି… ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories