www.samajalive.in
Monday, December 15, 2025
24.1 C
Bhubaneswar

ଦିନ ମଜୁରିଆକୁ ୩୭ ଲକ୍ଷ ଟଙ୍କାର ଆୟକର ନୋଟିସ୍‌

ପାଟନା : ବିହାର ଖାଗରିଆ ଜିଲାର ଜଣେ ଦିନ ମଜୁରିଆକୁ ୩୭.୫ ଲକ୍ଷ ଟଙ୍କାର ଆୟକର ନୋଟିସ ମିଳିଛି। ନୋଟିସ ପାଇଥିବା ଦିନ ମଜୁରିଆ ହେଉଛନ୍ତି ଗିରୀଶ ଯାଦବ। ନୋଟିସ ପାଇବା ପରେ ଗିରୀଶ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହିତ ପୁଲିସର ଦ୍ବାରସ୍ଥ ହୋଇଛନ୍ତି। ପୁଲିସ ଅଭିଯୋଗର ତଦନ୍ତ କରିବା ପରେ କହିଛି ଯେ ଗିରୀଶଙ୍କ ନାମରେ ଅନ୍ୟ କେହି ପାନ୍ ନମ୍ବର ବାହାର କରିଛନ୍ତି। ମାତ୍ର ଗିରୀଶଙ୍କର ନିଜସ୍ବ ପାନ୍‌ନମ୍ବର ନାହିଁ। ଆୟକର ନୋଟିସ ଅନୁଯାୟୀ ଗିରୀଶ ରାଜସ୍ଥାନର ଏକ କମ୍ପାନୀ ସହିତ ଜଡିତ ଥିବା ଦର୍ଶାଯାଇଛି। ମାତ୍ର ଗିରୀଶ କେବେହେଲେ ରାଜସ୍ଥାନ ଯାଇ ନାହାନ୍ତି।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories