www.samajalive.in
Monday, December 15, 2025
16.1 C
Bhubaneswar

ରଥରେ ପଡ଼ିଲା ଛନ୍ଦାଗୟଳ

ପୁରୀ : ନିର୍ମାଣାଧୀନ ତିନିରଥରେ ଶନିବାର ଦୁଇଟି ଲେଖାଏ ଛନ୍ଦାଗୟଳ ପକାଯାଇଛି। ନନ୍ଦିଘୋଷ ରଥର ଭାଙ୍ଗିଥିବା ପଛପାର୍ଶ୍ବ ଅଖ ପରିବର୍ତ୍ତନ କରାଯାଇଛି। ତାଳଧ୍ବଜ, ନନ୍ଦିଘୋଷ ଏବଂ ଦେବଦଳନ ରଥରେ ୧୬ଟି ପୋଲଗୟଳ ସଂଯୋଗ କରାଯାଇଛି। ରଥଖଳାରେ ମହାରଣା ସେବକ ଧୂଳିଦଣ୍ଡା ଏବଂ ଜଗତପୃଷ୍ଠ ଶେଣୀ ଚଉପଟ କରୁଛନ୍ତି। ରୂପକାର ସେବକ ତିନିରଥ ସିଂହାସନରେ ପଦ୍ମପାଖୁଡା ଖୋଦେଇ ପରେ ନାଟଗୋଡରେ ଖୋଦେଇ ଆରମ୍ଭ କରିଛନ୍ତି। ଦୋଳବେଦୀ କୋଣ ଅସ୍ଥାୟୀ କମାରଶାଳରେ ଓଝା ସେବକ କଣ୍ଟାକବ୍‌ଜା ପ୍ରସ୍ତୁତ କରୁଛନ୍ତି। ଦେବସ୍ନାନ ପୂର୍ଣ୍ଣିମା ପାଇଁ ଦରଜି ସେବକଙ୍କ ଦ୍ବାରା ଚାନ୍ଦୁଆ ପ୍ରସ୍ତୁତ କରାଯାଉଛି।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories