ଦୁବାଇ : ଭାରତ ପାକିସ୍ତାନ କ୍ରିକେଟ ମ୍ୟାଚରେ ପାକସ୍ତାନ ଟଚ୍ ଜିତି ବ୍ୟାଟିଂ କରବାକୁ ନିଷ୍ପତ୍ତି ନେଇଥିଲା। ପାକିସ୍ତାନ ପ୍ରଥମେ ବ୍ୟାଟିଂକରି ୨୩୮ ରନ୍ର ବିଜୟ ଲକ୍ଷ୍ୟ ଭାରତକୁ ଦେଇଛି। ପାକିସ୍ତାନର ସୋଏବ ମଲ୍ଲିକ ସର୍ବଧିକ ୭୮ ରନ୍ କରିଥିଲେ। ସେହିପରି ଭାରତର ଚହଲ, ବୁମରାହ୍, ୟାଦବ ୨ଟି ଲେଖାଏ ୱିକେଟ ନେଇଥିଲେ। ପାକିସ୍ତାନର ଅଧିନାୟକ ସରଫରାଜ ଏବଂ ସୋୟବ ମଲ୍ଲିକ ମିଶି ୧୦୭ ରନ କରିଥିଲେ। ଯାହା ପାକିସ୍ତାନକୁ ଏକ ଭଲ ସ୍କୋର କରିବାରେ ସଫଳ ହୋଇଥିଲା।
Popular Categories



