www.samajalive.in
Sunday, December 7, 2025
26.1 C
Bhubaneswar

ଚିଲିକାରେ ହେଲିକପ୍ଟର ଉଡିବା ପ୍ରସଙ୍ଗ: ଥାନାରେ ହାଜର ହେଲେ ଇମ୍ଫା ଅଧିକାରୀ

ପୁରୀ: ଚିଲିକା ଉପରେ ବିବାଦୀୟ ହେଲିକପ୍ଟରର ଉଡ଼ିବା ପ୍ରସଙ୍ଗ ନେଇ ବୁଧବାର ଦିନ ଇମ୍ଫା ଅଧିକାରୀ ଥାନାରେ ହାଜର ହୋଇଛନ୍ତି। ସେ ପୁରୀ ସଦର ଥାନା ଅଧିକାରୀଙ୍କ ନିକଟକୁ ଯାଇ ଲିଖିତ ତଥ୍ୟ ପ୍ରଦାନ କରିଛନ୍ତି। ଚିଲିକା ଉପ‌ରେ ହେଲିକପ୍ଟର ଉଡିବା ଅଭିଯୋଗ ମାମଲାରେ ପୁରୀ ପୁଲିସ ଇମ୍ଫା ଅଧିକାରୀଙ୍କୁ ନୋଟିସ ଜାରି କରିଥିଲା।
ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧୫ତାରିଖରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନିଜର ଦୁଇ ବନ୍ଧୁଙ୍କ ସହ ହେଲିକପ୍ଟର ଯୋଗେ ଚିଲିକା ଯାଇଥିଲେ। ଏହି ମାମଲା ନେଇ ପୁରୀ ପୁଲିସ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଓ ହ୍ୟାଙ୍ଗରକୁ ସିଜ କରିଥିଲା।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories