nua o banner

ଆଜିଠୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନେ ଆବାସିକ କାର୍ଯ୍ୟାଳୟରେ କରିବେ କାର୍ଯ୍ୟ

BJD Bijuli 480×75 Mob

ନୂଆଦିଲ୍ଲୀ : କରୋନା ସଂକ୍ରମଣର ପ୍ରତିଷେଧକ ବ୍ୟବସ୍ଥା ପୂର୍ବକ ସର୍ବୋଚ୍ଚ ଅଦାଲତର ମାମଲାଗୁଡିକ ଶୁକ୍ରବାରଠାରୁ ଆଭାସି ମାଧ୍ୟମରେ ଶୁଣାଣି କରିବାକୁ ନିଷ୍ପତ୍ତି ନିଆଯାଇଛି।
ସେହିପରି ବିଚାରପତିମାନେ ଅଦାଲତକୁ ନଆସି ନିଜ ନିଜର ଆବାସିକ କାର୍ଯ୍ୟାଳୟରେ ରହି ମାମଲାର ଶୁଣାଣି କରିବେ। ଶୀର୍ଷ ଅଦଲତଙ୍କ ପ୍ରଶାସନର ନିର୍ଦେଶ ଅନୁଯାୟୀ ଏହି ସମୟରେ କେବଳ ଅତ୍ୟନ୍ତ ଜରୁରୀ ମାମଲା, ଜାମିନ, ରହିତାଦେଶ ମାମଲାଗୁଡିକ ଶୁଣାଣି କରାଯିବ।

Comments are closed.