www.samajalive.in
Monday, December 15, 2025
24.1 C
Bhubaneswar

ରାଫେଲ୍‍ ଚୁକ୍ତି ଉପରେ ରହିତାଦେଶ : ଆସନ୍ତା ସପ୍ତାହରେ ସୁପ୍ରିମ୍‍କୋର୍ଟରେ ଶୁଣାଣି

ନୂଆଦିଲ୍ଲୀ : ଭାରତ ଓ ଫ୍ରାନ୍‍ସ ମଧ୍ୟରେ ରାଫେଲ୍‍ ଲଢ଼ୁଆ ବିମାନ କ୍ରୟ ଚୁକ୍ତିନାମା ଉପରେ ରହିତାଦେଶ ଲୋଡ଼ି ଆଗତ ଜନସ୍ୱାର୍ଥ ମାମଲା ଉପରେ ଆସନ୍ତା ସପ୍ତାହରେ ଶୁଣାଣି କରିବାକୁ ସୁପ୍ରିମ୍‍କୋର୍ଟ ରାଜି ହୋଇଛନ୍ତି। ପ୍ରଧାନ ବିଚାରପତି ଦୀପକ୍‍ ମିଶ୍ର, ବିଚାରପତି ଏମ.ଏମ୍‍. ଖାନ୍‍ୱିଲ୍‍କର ଏବଂ ବିଚାରପତି ଡକ୍ଟର ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଆଇନଜୀବୀ ଏମ୍‍.ଏଲ୍‍. ଶର୍ମାଙ୍କ ପକ୍ଷରୁ ଆଗତ ଏହି ଆବେଦନର ତୁରନ୍ତ ଶୁଣାଣି କରିବା ପାଇଁ ରାଜି ହୋଇଛନ୍ତି। ଫ୍ରାନ୍‍ସରୁ ଏହି ଲଢ଼ୁଆ ବିମାନ କ୍ରୟ ଚୁକ୍ତିରେ ବିସଙ୍ଗତି ଥିବା ଶ୍ରୀ ଦେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories