www.samajalive.in
Sunday, December 7, 2025
18.1 C
Bhubaneswar

ବନ୍ୟା ଜଳରେ ଫସିଥିବା ପାଞ୍ଚ ଯୁବଜ ଉଦ୍ଧାର

ପାତ୍ରପୁର : ମହେନ୍ଦ୍ରଗିରୀ ପ।ହଡ଼କୁ ଦର୍ଶନପାଇଁ ଯାଇ ବନ୍ୟାଯୋଗୁଁ ନଦୀ ପାର ହୋଇ ଆସିପାରି ନଥିବା ପାଞ୍ଚ ଯୁବକକୁ ଅଗ୍ନିଶମ ଏବଂ ପୋଲିସ ଉଦ୍ଧାର କରିଛି। ଆଜି କୁକୁଡ଼ା ଖଣ୍ଡି ବ୍ଳକର ପାଞ୍ଚଜଣ ଯୁବକ ଏ. ରୋସନ, ଅକ୍ଷୟକୁମାର ପତ୍ର, ସୁବ୍ରତ ପଟନାୟକ, ଅନୀ ସପ୍ ଏବଂ ଦୀପକ କୁମାର ରାଉତ, ମହେନ୍ଦ୍ର ପ।ହଡକୁ ବୁଲିବା ପାଇଁ ଯାଇଥିଲେ । ସେମାନେ ମହେନ୍ଦ୍ରତନୟ। ନଦୀ ବାରହ। ପଥର ଭିୟୁ ଟାୱାର ନିକଟରେ ବାଇକ ରଖି ଯାଇଥିବା ବେଳେ ଦର୍ଶନ କରି ଫେରିବା ବେଳକୁ ପ୍ରବଳବର୍ଷା ଯୋଗୁଁ ନଦୀରେ ବଢି ଆସିଥିଲ। । ଯାହା ଫଳରେ ନଦୀପାର ହୋଇନପାରି କୁକୁଡ଼ା ଖଣ୍ଡି ସରପଞ୍ଚଙ୍କୁ ଜଣାଇଥିଲେ। କୁକୁଡ଼ା ଖଣ୍ଡି ସରପଞ୍ଚ ଜରଡ। ଥାନା ଅଧିକାରୀ ମାଧବ ନନ୍ଦ ବେହେରାଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ । ଥାନା ଅଧିକାରୀ ତୁରନ୍ତ ପାତ୍ରପୁର ଏବଂ ଚିକିଟି ଅଗ୍ନିଶମ ଵିଭ।ଗକୁ ଖବର ଦେଇଥିଲା। ଏହା ପରେ ଆଜି ଅଗ୍ନିଶମ ବିଭାଗ ଜରଡ। ଏବଂ ତୁମ୍ବା ଫାଣ୍ଡି ପୋଲିସ ପହଞ୍ଚି ନଦୀ ଅପର ପାର୍ଶ୍ୱରେ ଅଟକି ଥିବା ପାଞ୍ଚ ଯୁବକଙ୍କୁ ଉଦ୍ଧାର କରିଥିଲେ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories