www.samajalive.in
Sunday, December 14, 2025
26.1 C
Bhubaneswar

ମଲେଇ ସାଲାଡ଼୍‍

ଆବଶ୍ୟକ ସାମଗ୍ରୀ
କାକୁଡ଼ି – ୩ଟି
ଗାଜର – ୧ଟି
ମକା ମଞ୍ଜି (ସୁଇଟି କନ୍‍) – ୧ କପ
ସିଝା ଆଳୁ – ୧ଟି
ମିଓନିଜ୍‍ ସସ୍‍ – ଅଧ କପ
ଲୁଣ – ଆବଶ୍ୟକ ଅନୁଯାୟୀ
କଟା – ଧନିଆ ପତ୍ର
ଗୋଲମରିଚ ଗୁଣ୍ଡ – ଅଳ୍ପ
ଲେମ୍ବୁ ରସ – ଅଳ୍ପ
ଚିନି – ସାମାନ୍ୟ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗାଜର, କାକୁଡ଼ି,ସିଝା ଆଳୁକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏହା ପରେ ଗ୍ୟାସ ଲଗାଇ ଏକ ପାତ୍ର ବସାନ୍ତୁ। ପାତ୍ରରେ ଏକ କପ ପାଣି ସାମାନ୍ୟ ଲୁଣ ପକାଇ ଫୁଟାନ୍ତୁ। ଫୁଟିବା ପରେ ଏଥିରେ ଗାଜର ଓ ମକାକୁ ପକାଇ ୨ମିନିଟ ସିଝାନ୍ତୁ। ସିଝିବା ପରେ ଏହାକୁ ଗ୍ୟାସରୁ ଓହ୍ଲାଇ ପାଣିକୁ ଛାଣି ଏକ ପାତ୍ରରେ ସିଝା ଗାଜର, କାକୁଡ଼ି ରଖନ୍ତୁ। ଏବେ ଏକ ପାତ୍ର ନିଅନ୍ତୁ, ସେଥିରେ ମିଓନିସ ସସ୍‍, ପାତ୍ରରେ ରଖିଥିବା କାକୁଡ଼ି, ଗାଜର, ସିଝା ଆଳୁ ପକାଇ ସାମାନ୍ୟ ଲୁଣ, ଅଳ୍ପ ଚିନି, ଲେମ୍ବୁ ରସ, ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଭଲ ଭାବେ ଗୋଳାଇବା ଏହା ଉପରେ କଟା ଧନିଆ ପତ୍ର ସଜାଇ ଦିିଅନ୍ତୁ। ପ୍ରସ୍ତୁତ ହୋଇଗଲା ମଲେଇ ସାଲାଡ୍‍଼।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories