www.samajalive.in
Sunday, December 7, 2025
23.1 C
Bhubaneswar

ବେଙ୍ଗାଲୁରୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର: ପାତ୍ରପୁର ବ୍ଳକ  ସୁବର୍ଣ୍ଣପୁର ଗ୍ରାମର ଜଣେ ଓଡ଼ିଆ ଶ୍ରମିକ ବେଙ୍ଗାଲୁରୁରେ ଏକ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୃତ ଶ୍ରମିକ ଜଣକ ହେଉଛନ୍ତି ସନ୍ତୋଷ କୁମାର ପ୍ରଧାନ (୩୯)ବେଙ୍ଗାଲୁରୁର  ଟୁଙ୍କୁରୁ ଅଞ୍ଚଳରେ ଏକ ଘରୋଇ କମ୍ପାନୀରେ ସେ କାର୍ଯ୍ୟରତ ଥିଲେ।

କୋରୋନା ଲକ୍ ଡାଉନ୍ ଯୋଗୁ ସେ ଗ୍ରାମକୁ ଆସିଥିବା ବେଳେ ଗତ ଏକ ମାସ ପୂର୍ବେ ପୁଣି ଫେରିଯାଇଥିଲେ। ଦିନ ହେବ ସେ ନିଖୋଜ ରହିଥିବା ବେଳେ ସେଠାରେ ଥିବା ତାଙ୍କ ଭାଇ ସ୍ଥାନୀୟ କୋରା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଏକ ଟ୍ରେନ ଲାଇରେ ତାଙ୍କ ଭାଇଙ୍କ ମୃତଦେହ ପଡ଼ିଥିବା ଖବର ପୁଲିସ ତାଙ୍କ ଭାଇଙ୍କୁ ଜଣାଇଥିଲା। ଖବର ପାଇବା ପରେ ତାଙ୍କ ଭାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ।

- Advertisement -

 

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories