nua o banner

ଅପରାହ୍ଣ ୪ଟା ମୁଖ୍ୟ ଖବର

BJD Bijuli 480×75 Mob

ସଲମାନ ଖାନଙ୍କ ଘରବାହାରେ ଗୁଳି ଚାଳନା ମାମଲା; ରାଜସ୍ଥାନରୁ ଧରା ହେଲା ୫ମ ଅଭିଯୁକ୍ତ..

ବିଜେପିର ଷ୍ଟାର୍ ପ୍ରଚାରକ ତାଲିକାରେ ଡ୍ରିମଗାଲ୍ ସାମିଲ୍.. ଓଡିଶାରେ କରିବେ ପ୍ରଚାର..

୧୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ ଏସପିଜି ଦଳ ଓ ପୁଲିସ..

ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ..

ଅକ୍ଷୟ ତୃତୀୟାରେ ମାଲାମାଲ ହେବେ ମା’ଲକ୍ଷ୍ମୀଙ୍କ ପ୍ରିୟ ଏହି ରାଶି ମାନେ, ହଠାତ୍ ମିଳିବ ଧନ..

ଆଜିଠୁ ବଢିବ ବର୍ଷା, କମିବ ତାତି..

ବଜ୍ରପାତ ଓ ଝଡବର୍ଷା ନେଇ ୬ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ..

୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି..

୫ ଜିଲ୍ଲାକୁ ଅରେଞ୍ଜ ଓ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ..

ଘଡଘଡି ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା..

Comments are closed.