www.samajalive.in
Saturday, December 6, 2025
26.1 C
Bhubaneswar

ଅକ୍ଷୟ ତୃତୀୟାରେ ମାଲାମାଲ ହେବେ ମା’ଲକ୍ଷ୍ମୀଙ୍କ ପ୍ରିୟ ଏହି ରାଶି ମାନେ, ହଠାତ୍ ମିଳିବ ଧନ..

ଅକ୍ଷୟ ତୃତୀୟାରେ ମାଲାମାଲ ହେବେ ମା’ଲକ୍ଷ୍ମୀଙ୍କ ପ୍ରିୟ ରାଶି ମାନେ। ହଠାତ୍ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଧନ ପ୍ରାପ୍ତି ହେବ। ଅକ୍ଷୟ ତୃତୀୟା ପର୍ବକୁ ଆଉ ଅଳ୍ପ ଦିନ ବାକି। ଚଳିତ ବର୍ଷ ଅକ୍ଷୟ ତୃତୀୟା ପର୍ବ ୧୦ ମେରେ ପାଳନ କରାଯିବ। ଏହି ଦିନ ସୁନା-ଚାନ୍ଦିର ବିଭିନ୍ନ ଜିନିଷ କିଣିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି। ଧନର ବର୍ଷା ହୋଇଥାଏ ବୋଲି ମାନ୍ୟତା ରହିଛି।
ଜ୍ୟୋର୍ତିବିଦଙ୍କ ମତାନୁସାରେ ଅକ୍ଷୟ ତୃତୀୟା ଦିନ ମା’ଲକ୍ଷ୍ମୀଙ୍କ ପ୍ରିୟ ରାଶିଙ୍କ ପାଇଁ ଦିନଟି ବେଶ ଶୁଭଙ୍କର। ଅକ୍ଷୟ ତୃତୀୟାରେ ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ହଠାତ୍ ଧନ ପ୍ରାପ୍ତି ହେବ। ଜାଣନ୍ତୁ..

ବୃଷ – ବୃଷ ରାଶିର ସ୍ୱାମୀ ଶୁକ୍ର। ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ମା’ଲକ୍ଷ୍ମୀଙ୍କ ବିଶେଷ କୃପା ରହିଥାଏ। ଏହି ରାଶିର ପରିଶ୍ରମୀ ଲୋକେ କମ୍ ବୟସରେ ଅଧିକ ଉନ୍ନତି କରି ଥାଆନ୍ତି।

- Advertisement -

କର୍କଟ – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ସ୍ୱାମୀ ଚନ୍ଦ୍ର। ଏହି ରାଶିର ବ୍ୟକ୍ତି ବିଶେଷଙ୍କର କଦାପି ଧନର ଅଭାବ ହୋଇନଥାଏ। ଏମାନେ ବ୍ୟବସାୟରେ ଖୁବ୍ ଉନ୍ନତି କରି ଥାଆନ୍ତି। ଧନ ପ୍ରାପ୍ତି ହୋଇଥାଏ।

ମେ’ ୧୨ରୁ ଏହି ରାଶିଙ୍କର ଆଉ ଚିନ୍ତା ନାହିଁ, ହେବେ ମାଲାମାଲ, ବନ୍ଦ ଭାଗ୍ୟର ଖୋଲିବ ତାଲା..

ସିଂହ – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ସ୍ୱାମୀ ସୂର୍ଯ୍ୟ ଦେବତା। ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖିଲେ ଜୀବନରେ ଆର୍ଥିକ କ୍ଷେତ୍ରରେ କଦାପି କ୍ଷତି ହେବ ନାହିଁ। ଏମାନଙ୍କ ଆର୍ଥିକ ସ୍ଥିତି ଖୁବ୍ ମଜଭୂତ।

ତୁଳା – ତୁଳା ରାଶି ବ୍ୟକ୍ତି ବିଶେଷଙ୍କ ସ୍ୱାମୀ ଶୁକ୍ର। ଶୁକ୍ରବାର ମା’ଲକ୍ଷ୍ମୀଙ୍କ ବାର। ଟଙ୍କା ପଇସା ମାମଲାରେ ଏମାନଙ୍କ ଭାଗ୍ୟ ସର୍ବଦା ଚମକିଥାଏ। ଏମାନଙ୍କ ଜୀବନରେ ସର୍ବଦା ସୁଖଶାନ୍ତି ରହିଥାଏ।

୧୦୦ ବର୍ଷ ପରେ ଅକ୍ଷୟ ତୃତୀୟାରେ ବିଶେଷ ଯୋଗ: ସୁନାଭଳି ଚମକିବ ଏସବୁ ରାଶିଙ୍କ ଭାଗ୍ୟ; ଚାକିରିରେ ସଫଳତା ସହ ହେବ ଧନବର୍ଷା..

ବିଶେଷ ଉପାୟ- ଅକ୍ଷୟ ତୃତୀୟା ଦିନ ଏହି ସମସ୍ତ ରାଶିର ବ୍ୟକ୍ତି ବିଶେଷ ମା’ଲକ୍ଷ୍ମୀଙ୍କୁ ଗୋଲାପ ଫୁଲ ଅର୍ପଣ କରନ୍ତୁ। ମା’ଙ୍କ ମନ୍ତ୍ର ଜପ କରନ୍ତୁ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories