www.samajalive.in
Sunday, December 7, 2025
14.1 C
Bhubaneswar

ଆମାଜନ ସେଲର ଶେଷ ଦିନ: ଏସି, ଫ୍ରିଜ, ଟିଭିରେ ମିଳୁଛି ୫୦% ରିହାତି

ନୂଆଦିଲ୍ଲୀ : ଆମାଜନ ଗ୍ରେଟ୍ ସମରସେଲର ଆଜି ଶେଷ ଦିନ । ଏହି ସେଲରେ ଅନେକ ସାମଗ୍ରୀକୁ ଶସ୍ତାରେ କିଣିବାର ସୁଯୋଗ  ମିଳୁଛି । ଏହା ବ୍ୟତୀତ ବ୍ୟାଙ୍କ ଅଫର ମଧ୍ୟ ମିଳୁଛି । ଯଦି ଆପଣ ଏସି, ଫ୍ରିଜ,ଟିଭି ଏବଂ ଓ୍ବାଶିଂ ମେସିନ୍ କିଣିବାକୁ ଚାହୁଁଛନ୍ତି ତେବେ ଆଜି ରାତି ସୁଦ୍ଧା ଏହି ସେଲର ଫାଇଦା ଉଠାଇପାରିବେ ।

ଏସିରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି

- Advertisement -

ଆମାଜନ ସେଲ ସମୟରେ ଏସିକୁ ଶସ୍ତାରେ କ୍ରୟ କରିପାରିବେ ଗ୍ରାହକ । ଏହି ସେଲ ମସୟରେ ୧ ଟନ୍, ୧.୫ ଟନ୍ ଏବଂ ୨ ଟନ୍ ଏସିକୁ ତାଲିକାଭୁକ୍ତ କରାଯାଇଛି । ଏଥିରେ ଅଫର ମିଳୁଛି । ଏହି ଏସିରେ ସର୍ବାଧିକ ୫୦ ପ୍ରତିଶତ ପର୍ଯ୍ୟନ୍ତର ରିହାତିର ଫାଇଦା ଉଠାରେ ପାରିବେ ଉପଭୋକ୍ତା ।

ସ୍ମାର୍ଟ ଟିଭିରେ ରିହାତି

ଆମାଜନ ସେଲରେ ସ୍ମାର୍ଟ ଟିଭିକୁ ମଧ୍ୟ କମ୍ ଦାମରେ କିଣିହେବ । ଟିଭିରେ ୪୮ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳୁଛି । ସାଓମି, ଏମଆଇ ଟିଭି, ଟିସିଏଲ୍, ଓ୍ବାନପ୍ଲସ୍, ଏଲଜି ଏବଂ ସାମସଙ୍ଗ ଟିଭି କିଣିପାରିବେ ଗ୍ରାହକ ।

ବିବାହ ଚାଲିଥିବାବେଳେ ପୁରୁଣା ପ୍ରେମିକ କଲା ଏମିତି କାରନାମା, ଭୟରେ ଷ୍ଟେଜରୁ ଓହ୍ଲାଇପଡିଲା ବର

ଫ୍ରିଜରେ ମଧ୍ୟ ରିହାତି

ଅଫରରେ କମ୍ ଦାମରେ ଫ୍ରିଜ କିଣିପାରିବେ ଗ୍ରାହକ । ଫ୍ରିଜରେ ଅନେକ ପ୍ରକାର ଅଫର ରହିଛି । ଏହି ସେଲରେ ସାମସଙ୍ଗ, ଏଲଜି, ହାୟର ଆଦି କମ୍ପାନୀର ଫ୍ରିଜକୁ କମ୍ ଦାମରେ କିଣିହେବ । ଏହା ବ୍ୟତୀତ ଆପଣ ଚିମ୍ନି ଏବଂ ଡିଶ୍ ଓ୍ବାଶର ଆଦି କ୍ରୟ କରିପାରିବେ ଯାହା ବାସନକୁସନ ସଫା ପାଇଁ କାମରେ ଲାଗିଥାଏ ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories