www.samajalive.in
Saturday, December 6, 2025
19.1 C
Bhubaneswar

ବିବାହ ଚାଲିଥିବାବେଳେ ପୁରୁଣା ପ୍ରେମିକ କଲା ଏମିତି କାରନାମା, ଭୟରେ ଷ୍ଟେଜରୁ ଓହ୍ଲାଇପଡିଲା ବର

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ ବିବାହ ଉତ୍ସବର ଭିଡିଓ ଭାଇରାଲ ହୋଇଥାଏ । ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ଭାବୁକ କରିଦେଉଛି । ଭିଡିଓରେ ନଜର ଆସୁଛି କି ବିବାହ ଚାଲିଥିବା ସମୟରେ ଅଚାନକ କନ୍ୟାଙ୍କ ପ୍ରେମିକ ସେଠି ପହଞ୍ଚି ଯାଉଛନ୍ତି ଏବଂ ବିବାହ ଅଟକାଇ ଦେଉଛନ୍ତି ।

 

View this post on Instagram

 

A post shared by Fun2Eg_Team (@fun2eg_team)

- Advertisement -

ଭିଡିଓ ଆରମ୍ଭରୁ ଜଣାପଡୁଛି କି ଅତିଥିମାନଙ୍କ ଗହଣରେ ବର-କନ୍ୟା ବିବାହ କରୁଛନ୍ତି । ଏହି ସମୟରେ କନ୍ୟାଙ୍କ ପ୍ରେମିକ ସେଠି ପହଞ୍ଚି ଷ୍ଟେଜ ଉପରୁ ସମସ୍ତଙ୍କୁ ଓହ୍ଲାଇ ଦେଉଛନ୍ତି । ତାଙ୍କ ଉଗ୍ର ରୂପ ଦେଖି ବର ମଧ୍ୟ ଚୁପ୍ ହୋଇଯାଉଛନ୍ତି । ଏହି ଭିଡିଓ ଏବେ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି କିଛି ଲୋକ ସେହି ଯୁବକଙ୍କୁ କଟାକ୍ଷ କରୁଛନ୍ତି ତ ଆଉ କିଛି ତାଙ୍କୁ ସମବେଦନା ଜଣାଉଛନ୍ତି । ଭିଡିଓଟିକୁ ସମସ୍ତେ ସେୟାର କରୁଛନ୍ତି ଏବଂ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories