ଅକ୍ଷୟ ତୃତୀୟାରେ ମାଲାମାଲ ହେବେ ମା’ଲକ୍ଷ୍ମୀଙ୍କ ପ୍ରିୟ ଏହି ରାଶି ମାନେ, ହଠାତ୍ ମିଳିବ ଧନ..

ଅକ୍ଷୟ ତୃତୀୟାରେ ମାଲାମାଲ ହେବେ ମା’ଲକ୍ଷ୍ମୀଙ୍କ ପ୍ରିୟ ରାଶି ମାନେ। ହଠାତ୍ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଧନ ପ୍ରାପ୍ତି ହେବ। ଅକ୍ଷୟ ତୃତୀୟା ପର୍ବକୁ ଆଉ ଅଳ୍ପ ଦିନ ବାକି। ଚଳିତ ବର୍ଷ ଅକ୍ଷୟ ତୃତୀୟା ପର୍ବ ୧୦ ମେରେ ପାଳନ କରାଯିବ। ଏହି ଦିନ ସୁନା-ଚାନ୍ଦିର ବିଭିନ୍ନ ଜିନିଷ କିଣିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି। ଧନର ବର୍ଷା ହୋଇଥାଏ ବୋଲି ମାନ୍ୟତା ରହିଛି। ଜ୍ୟୋର୍ତିବିଦଙ୍କ ମତାନୁସାରେ ଅକ୍ଷୟ ତୃତୀୟା ଦିନ ମା’ଲକ୍ଷ୍ମୀଙ୍କ ପ୍ରିୟ … Continue reading ଅକ୍ଷୟ ତୃତୀୟାରେ ମାଲାମାଲ ହେବେ ମା’ଲକ୍ଷ୍ମୀଙ୍କ ପ୍ରିୟ ଏହି ରାଶି ମାନେ, ହଠାତ୍ ମିଳିବ ଧନ..