www.samajalive.in
Tuesday, December 9, 2025
16.1 C
Bhubaneswar

ରାଞ୍ଚିରେ ୨ୟ ଦିନ ଚଢାଉ ; କୋଟି କୋଟି ଟଙ୍କା ଜବତ

ରାଞ୍ଚି : ଝାଡଖଣ୍ଡରେ ଇଡିର ଚଢାଉ ଏବଂ ବିପୁଳ ପରିମାଣରେ ନଗଦ କୋଟି କୋଟି ଟଙ୍କା ଜବତ ହେବା ପରେ ପୁଣି ଚଢାଉ ଜାରି ରହିଛି। ସୋମବାର ତଲାସି ପରେ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ ମଙ୍ଗଳବାର ରାଞ୍ଚିରେ ପାଞ୍ଚଟି ସ୍ଥାନରେ ଚଢାଉ କରିଛି। ଏହାପୂର୍ବରୁ ସୋମବାର ଏହି ମାମଲାରେ ଚଢାଉ ବେଳେ ପ୍ରାୟ ୩୫ କୋଟି ନଗଦ ଟଙ୍କା ଜବତ କରାଯାଇଥିବା ବେଳେ ମଙ୍ଗଳବାର ରାଜୀବ କୁମାର ସିଂ ନାମକ ଜଣେ ଠିକାଦାର ଘରୁ ପ୍ରାୟ ୧.୫ କୋଟି ଟଙ୍କା ଜବତ କରିଛି।
ସୂଚନା ଯୋଗ୍ୟ, ରାଜୀବ କୁମାର ସିଂଙ୍କ ଜରିଆରେ ପ୍ରାୟ ୧୦ କୋଟି ଟଙ୍କାର ନେଣ-ଦେଣ କରାଯାଇଛି।

ଆଶ୍ଚର୍ଯ୍ୟ ହେବେ : ଦେଖନ୍ତୁ ଭିଡିଓ, ପ୍ରବଳ ବର୍ଷା ପରେ ଆକାଶରୁ ହେଲା ପୁଳା ପୁଳା ମାଛ ବର୍ଷା..

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories