ଆଶ୍ଚର୍ଯ୍ୟ ହେବେ : ଦେଖନ୍ତୁ ଭିଡିଓ, ପ୍ରବଳ ବର୍ଷା ପରେ ଆକାଶରୁ ହେଲା ପୁଳା ପୁଳା ମାଛ ବର୍ଷା..

ନୂଆଦିଲ୍ଲୀ : ଆକାଶରୁ କେତେକ ସମୟରେ ଏପରି କିଛି ଜିନିଷ ଖସି ଥାଏ. ଯାହା ଆଶ୍ଚର୍ଯ୍ୟ ଚକିତ କରିଥାଏ। ଯେପରି ମହାକାଶ ଯାନର ଅପରିଷ୍କାର ଜିନିଷ, ବିମାନର ଅନାବନା ଜିନିଷ। ତେବେ ନିକଟରେ ଏପରି ହିଁ ଏକ ଘଟଣା ଇରାନରେ ଘଟିଛି। ସୋମବାରରେ ଯାସୁଜ ଅଞ୍ଚଳରେ ପ୍ରବଳ ବର୍ଷା ସମୟରେ ଆକାଶରୁ ମାଛ ବର୍ଷା ହୋଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। … Continue reading ଆଶ୍ଚର୍ଯ୍ୟ ହେବେ : ଦେଖନ୍ତୁ ଭିଡିଓ, ପ୍ରବଳ ବର୍ଷା ପରେ ଆକାଶରୁ ହେଲା ପୁଳା ପୁଳା ମାଛ ବର୍ଷା..