www.samajalive.in
Wednesday, December 10, 2025
15.1 C
Bhubaneswar

ଖିରେଇଟାଙ୍ଗିରୀରେ ହର ଘର ଜଲ ଯୋଜନାର ଶୁଭାରମ୍ଭ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତରେ ହର ଘର ଜଲ ଯୋଜନା କାର୍ୟ୍ୟକାରୀ ପାଇଁ ଆଜି ପାଇପ ଲାଇନ କାମର ଶୁଭାରମ୍ଭ ହୋଇଛି । ଖିରେଇଟାଙ୍ଗିରୀ ସରପଞ୍ଚ ବନଜ କୁମାର ନାଏକ ଫିତା କାଟି ଏହାର ଶୁଭାରମ୍ଭ କରିଛନ୍ତି । ପାଇପ ଲାଇନ କାର୍ୟ୍ୟ କରୁଥିବା ଠିକା ସଂସ୍ଥାର ଉଜନଦୀପ ଗିରି, ଏସକେ କନଷ୍ଟ୍ରକସନର ଅମିତ୍ କୁମାର ପ୍ରମୁଖଙ୍କ ଉପସ୍ଥିତିରେ ସରପଞ୍ଚ ବନଜ କୁମାର ନାଏକ କାର୍ୟ୍ୟର ଶୁଭାରମ୍ଭ କରିଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories