ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

0

କଟକ: ଆଜି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ମୋଟ ୨୫ହଜାର ୧୯୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମୋଟ ୧୦ହଜାର ୩୩ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ପାସ ହାର ୪୪.୧୫% ରହିଛି। ଛାତ୍ରଛାତ୍ରୀ ମାନେ ୪ଟା ସମୟରେ www.bseodisha.nic.in ରେ ନିଜ ପରୀକ୍ଷା ଫଳ ଦେଖି ପାରିବେ।

Leave A Reply