ଆଉ ୩୪୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ : ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯୩,୭୭୪କୁ ବୃଦ୍ଧି
ଭୁବନେଶ୍ବର : ଶନିବାର ରାଜ୍ୟରୁ ଆଉ ୩୪୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯୩,୭୭୪କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
Another 3443 #COVID19 patients have recovered and are being discharged on 05.09.2020
951 from Khordha
251 from Cuttack
213 from Mayurbhanj
164 from Bhadrak
161 from Dhenkanal
154 from Rayagada
148 from Ganjam
144 from Jajapur
137 from Baleswar
117 from Nayagarh
110 from Koraput— H & FW Dept Odisha (@HFWOdisha) September 5, 2020
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୯୫୧, କଟକରୁ ୨୫୧, ମୟୂରଭଞ୍ଜରୁ ୨୧୩, ଭଦ୍ରକରୁ ୧୬୪, ଢେଙ୍କାନାଳରୁ ୧୬୧, ରାୟଗଡାରୁ ୧୫୪, ଗଞ୍ଜାମରୁ ୧୪୮,ଯାଜପୁରରୁ ୧୪୪, ବାଲେଶ୍ବରରୁ ୧୩୭, ନୟାଗଡ଼ରୁ ୧୧୭ ଏବଂ କୋରାପୁଟରୁ ୧୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
107 from Jagatsinghpur
105 from Puri
100 from Sambalpur
67 from Jharsuguda
64 from Malkangiri
61 from Bolangir
61 from Kendrapara
56 from Bargarh
54 from Keonjhar
41 from Sonepur
38 from Sundargarh
33 from Nabarangpur
24 from Kandhamal
23 from Gajapati
23 from Nuapada— H & FW Dept Odisha (@HFWOdisha) September 5, 2020
ସେହିପରି ଜଗତସିଂହପୁରରୁ ୧୦୭, ପୁରୀରୁ ୧୦୫, ସମ୍ବଲପୁରରୁ ୧୦୦, ଝାରସୁଗୁଡାରୁ ୬୭, ମାଲକାନଗିରିରୁ ୬୪, ବଲାଙ୍ଗୀର ଓ କେନ୍ଦ୍ରାପଡାରୁ ୬୧ ଜଣ ଲେଖାଏଁ, ବରଗଡ଼ରୁ ୫୬, କେନ୍ଦୁଝରରୁ ୫୪, ସୁବର୍ଣ୍ଣପୁରରୁ ୪୧, ସୁନ୍ଦରଗଡ଼ରୁ ୩୮, ନବରଙ୍ଗପୁରରୁ ୩୩, କନ୍ଧମାଳରୁ ୨୪, ଗଜପତି ଓ ନୂଆପଡାରୁ ୨୩ ଲେଖାଏଁ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।
12 from Kalahandi
11 from Boudh
8 from Deogarh
5 from AnugulThe total recovered cases of Odisha now stand at 93774
— H & FW Dept Odisha (@HFWOdisha) September 5, 2020
ଅନ୍ୟପକ୍ଷରେ କଳାହାଣ୍ଡିରୁ ୧୨, ବୌଦ୍ଧରୁ ୧୧, ଦେବଗଡ଼ରୁ ୮ ଏବଂ ଅନୁଗୋଳରୁ ୫ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୯୩ ହଜାର ୭୭୪କୁ ବୃଦ୍ଧି ପାଇଛି।
Comments are closed.