ରାଜ୍ୟରେ ଆଉ ୩ ହଜାର ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ଵର : ରାଜ୍ୟରୁ ଶୁକ୍ରବାର ଆଉ ୩ ହଜାର ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୯୬୧ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୩୦୬ ସ୍ଥାନୀୟ ସଂକ୍ରମଣ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୬୬୭୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୬୦ ଜଣ, ବାଲେଶ୍ୱର ଜିଲ୍ଲାରୁ ୯ ଜଣ, ବରଗଡ ଜିଲ୍ଲାରୁ ୧୨୦ ଜଣ, ଭଦ୍ରକ ଜିଲ୍ଲାରୁ ୧୩୮ ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୩ ଜଣ, ବୌଦ୍ଧ ଜିଲ୍ଲାରୁ ୪୪ ଜଣ, କଟକ ଜିଲ୍ଲାରୁ ୩୮୪ ଜଣ, ଦେଓଗଡ଼ ଜିଲ୍ଲାରୁ ୨୩ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୮ ଜଣ, ଗଜପତି ଜିଲ୍ଲାରୁ ୧୮ ଜଣ, ଗଞ୍ଜାମ ଜିଲ୍ଲାରୁ ୯୭ ଜଣ, ଜଗତସିଂହପୁର ଜିଲ୍ଲାରୁ ୬୬ ଜଣ, ଯାଜପୁର ଜିଲ୍ଲାରୁ ୨୩ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୭ ଜଣ, କଳାହାଣ୍ଡି ଜିଲ୍ଲାରୁ ୩୭ ଜଣ, କନ୍ଧମାଳ ଜିଲ୍ଲାରୁ ୨୭ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ୫୧ ଜଣ, କେନ୍ଦୁଝର ଜିଲ୍ଲାରୁ ୧୦୭ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୮୫୯ ଜଣ, କୋରାପୁଟ ଜିଲ୍ଲାରୁ ୮୩ ଜଣ, ମାଲକାନଗିରି ଜିଲ୍ଲାରୁ ୧୭ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୩୪ ଜଣ, ନବରଙ୍ଗପୁର ଜିଲ୍ଲାରୁ ୮୫ ଜଣ, ନୟାଗଡ ଜିଲ୍ଲାରୁ ୭୦ ଜଣ, ନୂଆପଡ଼ା ଜିଲ୍ଲାରୁ ୪୦ ଜଣ, ପୁରୀ ଜିଲ୍ଲାରୁ ୨୩୫ ଜଣ, ରାୟଗଡ଼ା ଜିଲ୍ଲାରୁ ୧୬୯ ଜଣ, ସମ୍ବଲପୁର ଜିଲ୍ଲାରୁ ୮୦ ଜଣ, ସୋନପୁର ଜିଲ୍ଲାରୁ ୬୬ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨୭ ଜଣ ରହିଛନ୍ତି ।
Covid-19 Report For 3rd September
New Positives Cases: 3267
In quarantine: 1961
Local contacts: 1306(Details of local contacts will be shared by concerned Dist Administration)
District Wise Cases
1. Angul: 60
2. Balasore: 9
3. Bargarh: 120
4. Bhadrak: 138
5. Balangir: 43— I & PR Department, Odisha (@IPR_Odisha) September 4, 2020
22. Mayurbhanj: 134
23. Nawarangpur: 85
24. Nayagarh: 70
25. Nuapada: 40
26. Puri: 235
27. Rayagada: 169
28. Sambalpur: 80
29. Sonepur: 66
30. Sundargarh: 127New Recoveries: 3278
Cumulative Tested: 1997345
Positive: 116678
Recovered: 87351
Active Cases: 28743— I & PR Department, Odisha (@IPR_Odisha) September 4, 2020
Comments are closed.