www.samajalive.in
Wednesday, December 10, 2025
15.1 C
Bhubaneswar

ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପିଅନ୍ତୁ ଏହି ଘରୋଇ ପାନୀୟ

ପାଗର ପରିବର୍ତନ ହେଉ ଅଥବା ଏପରି ଅନେକ ସମୟରେ ସଭିଁଙ୍କୁ ଥଣ୍ଡାଜ୍ୱର ହୋଇଥାଏ। ଥଣ୍ଡାଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରୋଇ ଉପାୟରେ ଆପଣ କାଢା ପ୍ରସ୍ତୁତ କରି ପିଇପାରିବେ। ଜାଣନ୍ତୁ , ଘରେ କିଭଳି ପ୍ରସ୍ତୁତ ଏହି କାଢା। ଯାହାକୁ ପିଇବା ଦ୍ୱାରା ରୋଗପ୍ରତିରୋଧ ଶକ୍ତି ବୃଦ୍ଧି ହେବା ସହ ଥଣ୍ଡାଜନିତ ସମସ୍ୟାରୁ ଶରୀରକୁ ଦୂରେଇ ରଖେ……
ଅଦାଖଣ୍ଡ – ୨ଟି
ଡ଼ାଲଚିନି – ୨ଟି
ତେଜପତ୍ର – ୧ଟି
ଲବଙ୍ଗ – ୫ଟି
ଗୋଲମରିଚ – ୪ଟି
ତୁଳସୀପତ୍ର – ୪ଟି
ଗୁଡ଼ – ୧ ଚାମଚ
ପାଣି – ୧କପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଅଦା, ଡ଼ାଲଚିନି, ଲବଙ୍ଗ, ଗୋଲମରିଚକୁ ଛେଚି ଦିଅନ୍ତୁ। ଏହାପରେ ଗ୍ୟାସରେ ଏକ ପାତ୍ର ବସାଇ ପାଣି ଗରମ କରନ୍ତୁ। ପାଣି ଗରମ ହେବା ପରେ ଏଥିରେତେଜପତ୍ର, ଅଦା, ଡ଼ାଲଚିନି, ଲବଙ୍ଗ, ଗୋଲମରିଚ, ତୁଳସୀ, ଗୁଡ଼ ପକାଇ ଫୁଟାନ୍ତୁ। କିଛି ସମୟ ପରେ ଏକ ପାତ୍ରକୁ କାଢି ପିଅନ୍ତୁ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories