ଏହି ରାଶିର ଲୋକ ଅଧିକାଂଶ ସମୟ ଖୁସୀ ରୁହନ୍ତି ଧର୍ମ ଅଧ୍ୟାତ୍ମବିଶେଷରାଶିଫଳ By Samaja Digital Last updated Jun 10, 2018 0 Share ଧନୁ- ୨୩ ନଭେମ୍ବର-୨୨ ଡିସେମ୍ବର, ଏହି ରାଶିର ଲୋକ ସବୁବେଳେ ସମ୍ଭାବନା ପାଇଁ ପ୍ରସ୍ତୁତ ରୁହନ୍ତି । ଏମାନେ ଆଶାବାଦୀ । ଏମାନେ କିଛି ନା କିଛି ନୂଆ କରିବା ପାଇଁ ଚେଷ୍ଟା କରନ୍ତି । ଏମାନେ ନିଜ ଅନୁଭୂତିରୁ ଶିକ୍ଷା ଲାଭ କରନ୍ତି । ମେଷ- ୨୧ ମାର୍ଚ-୧୯ ଏପ୍ରିଲ , ଏହି ରାଶିର ଲୋକ ଅଧିକାଂଶ ସମୟ ଚଳ ଚଞ୍ଚଳ ରୁହନ୍ତି । ମାତ୍ର ମୁଣ୍ଡରେ ଅନେକ ଚିନ୍ତା ଘାରି ହୋଇଥାଏ । ଚିନ୍ତା ରହିବା ସତ୍ତ୍ୱେ ସେମାନେ ଏଥିରୁ ମୁକ୍ତି ପାଇବା ପାଇଁ ଚେଷ୍ଟା କରି ଥାଆନ୍ତି । ଖୁସୀ ରୁହନ୍ତି । Related Posts ୨୦୨୪ରେ ବି ଲୋକଙ୍କ ପ୍ରଥମ ପସନ୍ଦ ବିରିୟାନୀ ;… Dec 24, 2024 ପର୍ଯ୍ୟଟନ ଋତୁ: ଭୀମକୁଣ୍ଡରେ ଭୋଜି ଭାତ ସହ ନାଚ… Dec 23, 2024 ସିଂହ- ୨୩ ଜୁଲାଇ-୧୩ ଅଗଷ୍ଟ – ସିଂହ ରାଶିର ଲୋକମାନେ ସାହାସୀ ହୋଇଥାଆନ୍ତି । ଏମାନଙ୍କୁ ଅଧିକାଂଶ ସମୟ ବନ୍ଧୁ ଓ ପରିବାରର ସାହାଯ୍ୟ ମିଳିଥାଏ । ତୁଳା- ୨୫ ସେପ୍ଟେମ୍ବର-୨୩ ଅକ୍ଟୋବର , ତୁଳା ରାଶିର ଲୋକ ଅଧିକାଂଶ ସମୟ ଖୁସୀ ରୁହନ୍ତି । ଏମାନେ ନକରାତ୍ମକ ଜିନିଷକୁ ସହଜରେ ଗ୍ରହଣ କରନ୍ତି ନାହିଁ । ନିଜକୁ ଖୁସୀ ଦେବା ପାଇଁ ଏମାନେ ଛୋଟରୁ ଛୋଟ ବିଷୟ ପ୍ରତି ଧ୍ୟାନ ଦିଅନ୍ତି । ମିଥୁନ – ୨୧ ମେରୁ ୨୦ ଜୁନ୍- ଏମାନଙ୍କର ମନ ସବୁବେଳେ ବଦଳିଥାଏ । ଏମାନେ ଅନ୍ୟମାନଙ୍କ ନିକଟରେ ନିଜ ମନ କଥା ବ୍ୟକ୍ତ କରି ଦିଏ ଥାଆନ୍ତି । ଏମାନେ ଗୀତ ଗାଇବା ଓ କାହାଣୀ ପଢିବା ପାଇଁ ଆଗ୍ରହ କରିଥାଆନ୍ତି । 0 Share FacebookTwitterWhatsApp