www.samajalive.in
Sunday, December 7, 2025
13.1 C
Bhubaneswar

ପିଲାଙ୍କ ଦାୟିତ୍ବ ନେବ ‘ବୋଟଲ୍ ସ୍ଲିଙ୍ଗ୍’

ଏକବିଂଶ ଶତାବ୍ଦୀ, ସବୁକିଛିରେ ଆମେ ଅତ୍ୟାଧୁନିକତାର ସ୍ପର୍ଶ ପାଉଛେ। କର୍ମଜୀବୀ ମହିଳା ନବଜାତ ଶିଶୁଙ୍କ ଦେଖାରଖା ନିମନ୍ତେ ବଜାରରେ ଓ ଅନ୍-ଲାଇନ୍‌ ସାଇଟ୍‌ରେ ବିଭିନ୍ନ ପ୍ରକାରର ଜିନିଷ ଉପଲବ୍ଧ ହେଉଛି। ତନ୍ମଧ୍ୟରୁ ଅନ୍ୟତମ ହେଲା, ‘ବୋଟଲ୍ ସ୍ଲିଙ୍ଗ୍’। ଏହା ସହାୟତାରେ ଆପଣଙ୍କ କୁନି ପିଲା ଖୁବ୍ ଆରାମରେ ବୋତଲରେ ଖିର ପିଇପାରିବ। ଯଦି କୌଣସି କାମରେ ବ୍ୟସ୍ତରେ ଅଛନ୍ତି କିମ୍ବା ଗୋଟିଏ ହାତରେ ଲ୍ୟାପଟପରେ କାମ କରୁଛନ୍ତି, ଏହି ସ୍ଲିଙ୍ଗ୍‌ ସାହାଯ୍ୟରେ ପିଲା ବୋତଲରେ ଖିର ପିଇବ। ପିଲାମାନେ ଶୋଇବାବେଳେ କଡ଼ ଏପାଖସେପାଖ କରିଥାନ୍ତି, ସ୍ଲିଙ୍ଗ୍‌ ମଧ୍ୟ ସେହି ଅନୁରୂପ କାର୍ଯ୍ୟ କରିଥାଏ। ବୋତଲ ଏହି ସ୍ଲିଙ୍ଗ୍‌ରୁ ଖସିଯିବାର ଭୟ ମଧ୍ୟ ନଥାଏ। ବିଭିନ୍ନ ଡିଜାଇନ ଓ ଉଚ୍ଚକ୍ଷମତାସମ୍ପନ୍ନ ସ୍ଲିଙ୍ଗ୍‌ ମିଳୁଥିବାବେଳେ ବୋତଲରୁ ଖିର ଶେଷହେଲେ ଏହା ତୁରନ୍ତ ସଙ୍କେତ ଦିଏ। ଏହି ବୋଟଲ୍ ସ୍ଲିଙ୍ଗ୍‌ ୨,୫୦୦- ୬୦୦୦ ଟଙ୍କା ମଧ୍ୟରେ ଉପଲବ୍ଧ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories