ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା ; ଖୋଲିବନି ରତ୍ନଭଣ୍ଡାର

ଭୁବନେଶ୍ବର : ମଙ୍ଗଳବାର ବିଧାନସଭା ପ୍ରଶ୍ନକାଳ ସମୟରେ ଏବେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବ କି ନାହିଁ  କୁସୁମ ଟେଟେ  ଓ ସୁରେଶ ରାଉତରାୟ ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନର ଉତ୍ତରରେ ରତ୍ନଭଣ୍ଡାର ଶେଷଥର ପାଇଁ ୧୯୮୫ ମସିହାରେ ଖୋଲା ଯଆଇଥିଲା ବୋଲି ମନ୍ତ୍ରୀ କହିଥିଲେ । ତନଖି ପାଇଁ ଏବେ ରତ୍ନଭଣ୍ଡାର ଖୋଲିବା ନେଇ କିଛି ପ୍ରସ୍ତାବ ନାହିଁ ।  ରତ୍ନଭଣ୍ଡାର ଅଡ଼ିଟ ସହ ତାଲିକା ସାର୍ବଜନିନ  କରିବାକୁ ପଦକ୍ଷେପ ନିଆଯାଇ ନାହିଁ ।

prayash

ରତ୍ନଭଣ୍ଡାଲ ନେଇ ସରକାରଙ୍କ ତଥ୍ୟ ଅନୁଯାୟୀ , ଜୁଲାଇ ୧୪, ୧୯୮୫ ମସିହାରେ ଶେଷଥର ରତ୍ନଭଣ୍ଡାର ଖୋଲାଯାଇଥିଲା । ୪୫୪ ଗୋଟି ସୁନା ଅଳଙ୍କାର ଓ ଅନ୍ୟାନ ଜିନିଷଥିଲା। ୧୨ହଜାର ୮୩୮ ଭରି ମୂଲ୍ୟବାନ ପଥର ଥିଲା । ୨୩୬ ଗୋଟି ରୂପା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷଥିଲା। ୧୮ ହଜାର ୮୧୫ ଓ ୬ ଅଣା ଭରି ମୂଲ୍ୟବାନ ପଥର ଥିଲା।

kalyan agarbati

Comments are closed.