ପାକିସ୍ତାନ : ଜୁଲାଇ ୨୫ରୁ ୨୭ ମଧ୍ୟରେ ହୋଇପାରେ ସାଧାରଣ ନିର୍ବାଚନ

0

ଇସଲାମାବାଦ: ସାରା ବିଶ୍ୱରେ ଆତଙ୍କବାଦୀ ରାଷ୍ଟ୍ର ଭାବେ ପରିଗଣିତ ହେଉଥିବା ପାକିସ୍ତାନରେ ଚଳିତ ବର୍ଷ ଜୁଲାଇ ୨୫ରୁ୨୭ ତାରିଖ ମଧ୍ୟରେ ସାଧାରଣ ନିର୍ବାଚନର ସମ୍ଭାବନା ରହିଛି। ଚଳିତ ମାସ ୩୧ତାରିଖରେ ରେ ବର୍ତ୍ତମାନ ସରକାରଙ୍କର କାର୍ଯ୍ୟକାଳ ଶେଷ ହେବ। ପାକିସ୍ତାନର ନିର୍ବାଚନ କମିଶନର(ଇସିପି)ଏଥିନେଇ ରାଷ୍ଟ୍ରପତି ମମନୁନ ହୁସେନଙ୍କୁ ଏକ ରିପୋର୍ଟ ପ୍ରଦାନ କରିଛନ୍ତି। ଯେଉଁଥିରେ ଜୁଲାଇ୨୫ରୁ ୨୭ ତାରିଖ ମଧ୍ୟରେ ନିର୍ବାଚନ କରିବାପାଇଁ ଅନୁରୋଧ କରିଛନ୍ତି।

Leave A Reply