Patra electronics

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଧାମନଗର ଗୋଷ୍ଠୀ ସଂଘର୍ଷ: ବିଏନଏସଏସ ୧୬୩ ଲାଗୁ..

ଦୁର୍ଗାପୂଜାରେ ଲେଜର ଲାଇଟ ଓ ଫାୟାର ଗନ ମନା.. ପ୍ରଦର୍ଶନ କଲେ ହେବ କାର୍ଯ୍ୟାନୁଷ୍ଠାନ..

ଆସନ୍ତା ୨୩ ତାରିଖ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି.. ଜନ ଶୁଣାଣି ପୋର୍ଟାଲ ଏବଂ ମୋବଇଲ ଆପ୍ଲିକେସନ୍ ମାଧ୍ୟମରେ ପଞ୍ଜିକରଣ ଆରମ୍ଭ..

କୋଲକାତା ଆରଜି କର ମାମଲା.. ସନ୍ଦୀପ ଘୋଷ ଫୋନରେ କାହାଠାରୁ ଅର୍ଡର ନେଉଥିଲେ ବୋଲି ସନ୍ଦେହ କରୁଛି ସିବିଆଇ..

ରାଜସ୍ଥାନ ବୋରୱେଲ ଟ୍ରାଜେଡି.. ଊଦ୍ଧାର ହେଲା ଅଢେଇ ବର୍ଷର ଶିଶୁକନ୍ୟା..

୨୪ସୁଦ୍ଧା ରତ୍ନଭଣ୍ଡାର ସର୍ଭେ ସାରିବାକୁ ଚିଠି.. ଶ୍ରୀମନ୍ଦିର ରତ୍ନଭଣ୍ଡାରର ସମସ୍ତ ବୈଷୟିକ ସର୍ଭେ ସାରିବାକୁ ଏଏସଆଇ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ ମୁଖ୍ୟ ପ୍ରଶାସକ..

ମୋହନ ସରକାରକୁ ପୂରିଲା ଶହେ ଦିନ.. ପୁରୀରେ ବିଜେପିର ଭବ୍ୟ କାର୍ଯ୍ୟକ୍ରମ..

ସବୁ ଜିଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ..ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ.. ଖୁବଶୀଘ୍ର ତାଳଚେର ଓ କନ୍ଧମାଳରେ ମେଡିକାଲ କଲେଜ କାମ ଆରମ୍ଭ ହେବ..

ମେଜର ଗୁରୁବଂଶ ଓ ତାଙ୍କ ବାନ୍ଧବୀଙ୍କୁ ହଇରାଣ କରିଥିବା ରୋଡ ରୋମିଓଙ୍କୁ ବାନ୍ଧିବ ପୁଲିସ.. ଏନେଇ ମାମଲା ରୁଜୁ କରିବା ସହ ତୁରନ୍ତ ତଦନ୍ତ କରିବାକୁ ଡିଜିପିଙ୍କ ନିର୍ଦ୍ଦେଶ..

ଭୁବନେଶ୍ଵରର ୨ଟି ସ୍ଥାନରେ ବୋମାମାଡ଼.. ବାପୁଜୀନଗର କେଦାରପଲ୍ଲୀ ବସ୍ତିର ଲେନ-୧ ଏବଂ ଶିଶୁଭବନ ନିକଟ ବରହମପୁର ଗଳି ବସ୍ତିରେ ହୋଇଛି ବୋମାମାଡ଼.. ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼..

Comments are closed.