www.samajalive.in
Sunday, December 7, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଶୁଖିଲା ନଡ଼ିଆର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି..

ମୁସଲିମ୍‌ ଲିଗ୍‌ ଜମ୍ମୁ କାଶ୍ମୀର ସଙ୍ଗଠନକୁ ବ୍ୟାନ୍‌ କଲା କେନ୍ଦ୍ର.. ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ବ୍ୟାନ୍‌..

- Advertisement -

ଜର୍ମାନୀର ପୂର୍ବତନ ଅର୍ଥମନ୍ତ୍ରୀ ୱୋଲ୍ଫଗ୍ୟାଙ୍ଗ ଶାଉବଲଙ୍କ ପରଲୋକ.. ଦେଶକୁ ଋଣ ସଙ୍କଟରୁ ରକ୍ଷା କରିବାରେ ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା..

ଡିସେମ୍ବର ୨୮ ଓ ୨୯ରେ ମୁଖ୍ୟ ଶାସନସଚିବ ଜାତୀୟ ସମ୍ମିଳନୀ.. ଇଜ୍ ଅଫ୍ ଲିଭିଂ ପ୍ରମୁଖ ପ୍ରସଙ୍ଗ..

ଡିସେମ୍ବର ୨୮ରେ ୧୫ଜିଲ୍ଲାରେ ଘନକୁହୁଡ଼ି ଆଶଙ୍କା.. ସତର୍କ ରହିବାକୁ ପରାମର୍ଶ ଜାରି କଲେ ଏସ୍‌ଆରସି..

ଇଡ଼କୋ ସିଜିଏମ୍‌ ଗିରଫ ସରୋଜକାନ୍ତ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ..

ଯାଜପୁର: ଭିଜିଲାନ୍ସ ଜାଲରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଜିଲ୍ଲା ମଙ୍ଗଳ ବିଭାଗର ଭାରପ୍ରାପ୍ତ ବରିଷ୍ଠ କିରାଣୀ ସୁବ୍ରତ କୁମାର କାନୁନଗୋ..

ସମ୍ମାନଜନକ ଏକଲବ୍ୟ କ୍ରୀଡ଼ା ପୁରସ୍କାର .. ଟେନିସ ଖେଳାଳି ଦେବାଶିଷ ସାହୁଙ୍କୁ ଏକଲବ୍ୟ ପୁରସ୍କାର ପ୍ରଦାନ..

ଶ୍ରୀଜିଉଙ୍କ ଦର୍ଶନ ଲାଗି ବଡ ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ..

ଆଖି ବୁଜିଲା ଆଉ ଏକ ଦନ୍ତାହାତୀ.. ଚିକିତ୍ସାଧୀନ ଅବସ୍ଥାରେ ଅସୁସ୍ଥ ଦନ୍ତାହାତୀର ମୃତ୍ୟୁ.. ମୟୂରଝଲିଆ ହରିପୁର ଜଙ୍ଗଲରେ ୩ ଦିନ ହେବ ଦନ୍ତାହାତୀର ଚିକିତ୍ସା କରାଯାଉଥିଲା..

ରାଜ୍ୟରେ କମିଛି ହାଡ ଭଙ୍ଗା ଜାଡ.. ୧୦ ଡିଗ୍ରୀ ତଳେ ୪ ସହରର ରାତି ତାପମାତ୍ରା ରେକର୍ଡ..

ଜଳେଶ୍ୱର : ରାତିରୁ ନିଖୋଜ ଯୁବକଙ୍କ ମୃତଦେହ ଠାବ.. କମର୍ଦ୍ଦା ନହରା ପଞ୍ଚାୟତ କଣ୍ଠାଳିଆ ଗାଁ ବିଲରେ ମୃତଦେହ ଠାବ.. କେହି ଦୁର୍ବୃତ୍ତ ହତ୍ୟା କରିଥିବା ଅଭିଯୋଗ କଲେ ପରିବାର ଲୋକେ..

ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ.. ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି..

କେନ୍ଦୁଝର : ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ.. ଚମ୍ପୁଆ ରେଞ୍ଜ ବାଲିବନ୍ଧ ବିଟ୍‌‌ ହରିଡାଯୋଡି ଗାଁରେ ଆତଙ୍କ..

ଓଡ଼ିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ.. ଭାରତ ନ୍ୟାୟ ଯାତ୍ରାରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ..

ପର୍ଯ୍ୟଟକ ବସ୍‌‌ ଓଲଟି ୨୫ରୁ ଅଧିକ ଆହତ.. ବ୍ରାହ୍ମଣୀଗାଁ ଥାନା ମହାଗଡି ନିକଟ ବୁଲାଣି ରାସ୍ତାରେ ସଡ଼କ ଦୁର୍ଘଟଣା.. ଦାରିଙ୍ଗବାଡିରୁ ଗୋପାଳପୁର ଅଭିମୁଖେ ଯିବା ବେଳେ ଦୁର୍ଘଟଣା..

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories