ସନ୍ଧ୍ୟା ୬ଟା ମୁଖ୍ୟ ସମ୍ବାଦ
–ଆସନ୍ତା ୩ ଦିନରେ ରାଜ୍ୟଗୁଡିକୁ ଦିଆଯିବ ୩୬ ଲକ୍ଷରୁ ଅଧିକ ଟିକା
-କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି – ୨ ମାସ ପାଇଁ ମିଳିବ ଅତିରିକ୍ତ ଖାଦ୍ୟଶସ୍ୟ
-ଆନ୍ଧ୍ର ଓ ତେଲଙ୍ଗାନା ଫେରନ୍ତା ପ୍ରବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କଡାକଡି
-ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ମମତା ବାନାର୍ଜୀଙ୍କୁ ଅଭିନନ୍ଦନ ଜଣାଇଲେ ମୋଦୀ
-ଉତ୍ତରପ୍ରଦେଶରେ ବଢିଲା ତାଲାବନ୍ଦ ଅବଧି
– ଜାପାନରେ ବଢ଼ିଲା ତାଲାବନ୍ଦ ଅବଧି, ଜୁଲାଇ ୨୧ରୁ ଆରମ୍ଭ ହେବାକୁ ଥିବା ଅଲିମ୍ପିକ ମହାକୁମ୍ଭ ରଦ୍ଦ ହେବା ଆଶଙ୍କା
– ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ କୁଖ୍ୟାତ ଅପରାଧୀ ପପୁ ବରାଳ ସମେତ ଦୁଇ ଗିରଫ
– ମରାଠା ଆରକ୍ଷଣ ଅସାମ୍ବିଧାନିକ, କହିଲେ ସୁପ୍ରିମକୋର୍ଟ
– କୋଭିଡ ଚିକିତ୍ସା ଭିତ୍ତିଭୂମି ପାଇଁ ରିଜର୍ଭ ବ୍ୟାଙ୍କର ୫୦ ହଜାର କୋଟି ଟଙ୍କା ପାଣ୍ଠି ବ୍ୟବସ୍ଥା
– ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ତୃଣମୂଳ ନେତ୍ରୀ ମମତା ବାନାର୍ଜୀ
– ଅମ୍ଳଜାନ ଯୋଗାଣ କରାନଯିବା ଗଣହତ୍ୟା ଠାରୁ କିଛି କମ୍ ନୁହେଁ – ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟ
Comments are closed.