ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନାହିଁ.. ବିଧାନସଭାରେ ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଶ୍ନରେ ଉତ୍ତର ରଖି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ..
ପୁଅ ହତ୍ୟାକାରୀ ବାପାକୁ ଆଜୀବନ କାରାଦଣ୍ଡ.. ଭୁବନେଶ୍ୱର ଏଡିଜେ-୨ କୋର୍ଟ ଶୁଣାଇଲେ ରାୟ.. ୨୦୧୯ ମାର୍ଚ୍ଚ ୧୧ ତାରିଖରେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ମୁଣ୍ଡାସାହିରେ ଘଟିଥିଲା ଘଟଣା.. ସାବତ ପୁଅର ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲା ବାପା ଦାଶରଥୀ ଟୁଡୁ..
ପାରାଦୀପରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ.. ୧୭ଟି ୱାଗନ ଇଞ୍ଜିନରୁ ଖସି ଯାଇଥିବା ସୂଚନା..
ବାସ୍ତୁ : ଜାଣନ୍ତୁ, କାହିଁକି ରୋଷେଇ ଘରେ ଲୁଚାଇ ରଖିବେ ତାୱା, ନଚେତ୍..
୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ଜନତା ମଇଦାନରେ ବାଣ୍ଟିବେ ସୁଭଦ୍ରା ଟଙ୍କା..
ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ରେ ଭାରତକୁ ମିଳିଲା ୮ମ ପଦକ.. ପୁରୁଷ ଡିସ୍କସ୍ ଥ୍ରୋରେ ଯୋଗେଶ କଥୁନିଆ ଜିତିଲେ ରୌପ୍ୟ..
ତାଳଚେର ଖଣି ଉପନିର୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢାଉ.. ଠାବ ହେଲା ଅମାପ ସମ୍ପତ୍ତି..
ଶିମିଳିପାଳ ଅଭୟାରଣ୍ୟରେ ହାତୀ ଛୁଆର ମୃତଦେହ.. ସାଉଥ୍ ଡିଭିଜନ୍ ଜେନାବିଲ ରେଞ୍ଜ କାର୍ଯ୍ୟାଳୟ ନିକଟରୁ ମୃତଦେହ ଉଦ୍ଧାର.. ହାତୀ ଛୁୁଆ ବର୍ଷକର ହୋଇଥିବା ଅନୁମାନ.. ମୃତ୍ୟୁର କାରଣ ଅସ୍ପଷ୍ଟ..
ସେପ୍ଟେମ୍ବର ୨ରେ ଦୁର୍ଲ୍ଲଭ ଯୋଗ ; ଜାଣନ୍ତୁ କେଉଁ ୫ ରାଶି ହେବେ ଭାଗ୍ୟଶାଳୀ..
ପିପିଲି କଣ୍ଟି ପଞ୍ଚାୟତ ବାଲିମାଳ ସାହି କେନାଲ ବନ୍ଧରୁ ଯୁବକଙ୍କ ମୃତଦେହ ଉଦ୍ଧାର.. ହତ୍ୟା ଅଭିଯୋଗ ଆଣିଲା ପରିବାର.. ଘଟଣାରେ ମହିଳାଙ୍କ ସମେତ ୩ ଅଟକ..
ପୁରୀ ପରେ କେନ୍ଦ୍ରାପଡାକୁ ବ୍ୟାପିଛି କି ବାର୍ଡ ଫ୍ଲୁ.. ଆଜିଠୁ ଡେରାବିଶ ଅଞ୍ଚଳର ସବୁ ଫାର୍ମରୁ ସଂଗ୍ରହ ହେବ କୁକୁଡାଙ୍କ ନମୁନା.. ରବିବାର ରାସ୍ତାକଡରୁ ୬ ବସ୍ତା ମୃତ କୁକୁଡା ଠାବ ପରେ ବଢିଛି ସନ୍ଦେହ..
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର.. କଲକତା ଆଲିପୁର ଚିଡିଆଖାନାରୁ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଲା ଦୁଇ ଜିରାଫ..
ପୁଣି ଗଧିଆ ଆତଙ୍କ; ଦେଖନ୍ତୁ ଭିଡିଓ, ମାଆ କୋଳରୁ ୨ ବର୍ଷ ଶିଶୁକୁ ଟାଣି ନେଲା ଗଧିଆ, ଏଯାଏଁ ନେଇଛି ୧୦ ଜଣଙ୍କ ଜୀବନ ..



