ସେପ୍ଟେମ୍ବର ୨ରେ ଦୁର୍ଲ୍ଲଭ ଯୋଗ ; ଜାଣନ୍ତୁ କେଉଁ ୫ ରାଶି ହେବେ ଭାଗ୍ୟଶାଳୀ..

ଭାଦ୍ରବ ମାସର ଅମାବାସ୍ୟାରେ ଚଳିତ ବର୍ଷ ଦୁର୍ଲ୍ଲଭ ସଂଯୋଗ ସୃଷ୍ଟି ହେଉଛି । ୨ ସେପ୍ଟେମ୍ବର ଭୋର ୫ଟା ୨୧ ମିନିଟରେ ଆରମ୍ଭ ହେବ । ସେପ୍ଟେମ୍ବର ୩ ସକାଳ ୭ଟା ୨୪ ମିନିଟରେ ଶେଷ ହେବ । ଅମାବାସ୍ୟାରେ ସୃଷ୍ଟି ହେଉଥିବା ଶୁଭ ଯୋଗ ଏହି ୫ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଚମକାଇବ । ସୋମବାର ସୋମବତୀ ଅମାବାସ୍ୟା । ଏହି ଦିନ ସ୍ନାନ ପରେ ଦାନ, ପିଣ୍ଡଦାନ, ତିଳ ଅର୍ପଣର ମହତ୍ତ୍ୱ ରହିଛି … Continue reading ସେପ୍ଟେମ୍ବର ୨ରେ ଦୁର୍ଲ୍ଲଭ ଯୋଗ ; ଜାଣନ୍ତୁ କେଉଁ ୫ ରାଶି ହେବେ ଭାଗ୍ୟଶାଳୀ..