ପୁଣି ଗଧିଆ ଆତଙ୍କ; ଦେଖନ୍ତୁ ଭିଡିଓ, ମାଆ କୋଳରୁ ୨ ବର୍ଷ ଶିଶୁକୁ ଟାଣି ନେଲା ଗଧିଆ, ଏଯାଏଁ ନେଇଛି ୧୦ ଜଣଙ୍କ ଜୀବନ ..

ବାହରାଇଚ : ହରଦୀ ଥାନା କ୍ଷେତ୍ର ଅଞ୍ଚଳରେ ପୁଣି ଥରେ ଆତଙ୍କ ଖେଳାଇଛି ଗଧିଆ । ରବିବାର ବିଳମ୍ବିତ ରାତିରେ ଏକ ୨ ବର୍ଷ ଶିଶୁର ଶିକାର କରିଥିବା ବେଳେ ଜଣେ ମହିଳାଙ୍କୁ ଗୁରୁତର ଆହତ କରିଛି । ଗାଁରେ ଘରେ ନିଜ ମାଆ ନିକଟରେ ଶୋଇଥିବା ୨ ବର୍ଷ ଶିଶୁ କନ୍ୟା ଉପରେ ଗଧିଆ ଆକ୍ରମଣ କରିଥିଲା। ମାଆ ନିକଟରେ ଶୋଇଥିବା ଅଞ୍ଜଳୀ ଉପରେ ଆକ୍ରମଣ କରି ସେଠାରୁ ଘୋଷାଡି ନେଇ ପଳାଇଥିଲା । ଏହି … Continue reading ପୁଣି ଗଧିଆ ଆତଙ୍କ; ଦେଖନ୍ତୁ ଭିଡିଓ, ମାଆ କୋଳରୁ ୨ ବର୍ଷ ଶିଶୁକୁ ଟାଣି ନେଲା ଗଧିଆ, ଏଯାଏଁ ନେଇଛି ୧୦ ଜଣଙ୍କ ଜୀବନ ..