ବାସ୍ତୁ : ଜାଣନ୍ତୁ, କାହିଁକି ରୋଷେଇ ଘରେ ଲୁଚାଇ ରଖିବେ ତାୱା, ନଚେତ୍‌..

ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ଅନେକ ମହତ୍ତ୍ୱ ରହିଛି । ବାସ୍ତୁରେ ରୋଷେଇ ଘର, ଗାଧୁଆ ଘର, ଦୋକାନ, ନୂଆ ଯାନ ଓ ଭୂମି କିଣିବା ସହ ଜୀବନ ସହ ଜଡିତ ଅନେକ ଜିନିଷର ମହତ୍ତ୍ୱ ରହିଛି । ବାସ୍ତୁର ନିୟମ ମଧ୍ୟ ରହିଛି । ଏହାର ପାଳନ କରିବା ଦ୍ୱାରା ଜୀବନରେ ସକରାତ୍ମକ ଶକ୍ତି ରହିଥାଏ । ସେହିପରି ରୋଷେଇ ଘରେ ତାୱାକୁ ନେଇ ବାସ୍ତୁରେ ଅନେକ ନିୟମ ବର୍ଣ୍ଣନା କରାଯାଇଛି । ମାନ୍ୟତା ଅନୁଯାୟୀ, … Continue reading ବାସ୍ତୁ : ଜାଣନ୍ତୁ, କାହିଁକି ରୋଷେଇ ଘରେ ଲୁଚାଇ ରଖିବେ ତାୱା, ନଚେତ୍‌..