www.samajalive.in
Sunday, December 7, 2025
14.1 C
Bhubaneswar

ଦିନ ୩ଟା ମୁଖ୍ୟ ଖବର

ବୁଣାକାରଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ବିନା ସୁଧରେ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିବ ଋଣ

କେନ୍ଦ୍ରାପଡ଼ା ଭାରିଗଦାରେ ଭଙ୍ଗାରୁଜା ଘଟଣାରେ ୨୪ ଅଭିଯୁକ୍ତ ଗିରଫ

- Advertisement -

ଆଗାମୀ ପଞ୍ଚାୟତ ନିର୍ବାଚନରେ ୨୭ % ଓବିସି ପ୍ରାର୍ଥୀ ଦେବ ବିଜେଡ଼ି, ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ସୂଚନା

ଆସନ୍ତାକାଲି ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ, ରେଜଲ୍ଟ ବାହାରିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା

orissaresults.nic.in ରେ ରେଜଲ୍ଟ ପାଇପାରିବେ

ଯାନବାହନ ସ୍କ୍ରାପେଜ ନୀତି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ; ଗୁଜରାଟରେ ନିବେଶକ ସମ୍ମିଳନୀକୁ ସମ୍ବୋଧିତ କଲେ

ରାଜୌରୀରେ ଭାଜପା ନେତାଙ୍କ ଘର ଉପରେ ଗ୍ରେନେଡ ଆକ୍ରମଣ, ଜଣେ ଶିଶୁ ମୃତ, ୬ ଆହତ

ଖୋର୍ଦ୍ଧାରୁ ଜବତ ହେଲା ୧ କିଲୋଗ୍ରାମ ୩୨0 ଗ୍ରାମ ବାଉନସୁଗର; ୩ ଗିରଫ

ସୁରକ୍ଷାକର୍ମୀ–ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ; ଜଣେ ଆତଙ୍କବାଦୀ ନିହତ

ମୁମ୍ବଇରେ ଡେଲଟା ପ୍ଲସ ପ୍ରକରଣରେ ପ୍ରଥମ ମୃତ୍ୟୁ; ଦୁଇଟି ଟିକା ନେଇସାରିଥିଲେ ମୃତ ମହିଳା

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦,୧୨୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଦିନକ ମଧ୍ୟରେ ୪୨,୨୯୫ ଜଣ କରୋନା ସଂକ୍ରମିତ ସୁସ୍ଥ

ଦେଶରେ ମୋଟ ୩,୧୩,୦୨,୩୪୫ ଜଣ କରୋନା ସଂକ୍ରମିତ ସୁସ୍ଥ

ଦେଶରେ ସଂପ୍ରତି ୩,୮୫,୨୨୭ ଜଣ ସକ୍ରିୟ କରୋନା ରୋଗୀ

ଦେଶରେ ଆରୋଗ୍ୟ ହାର ୯୭.୪୬%  ; ଦୈନିକ ସଂକ୍ରମଣ ହାର ୨.୦୪% ଓ ସାପ୍ତାହିକ ସଂକ୍ରମଣ ହାର ୨.୧୩%

ଗୁରୁବାର ସଂଧ୍ୟା ସୁଦ୍ଧା ୪୮.୯୪ କୋଟି ନମୁନା ପରୀକ୍ଷା କରାଯାଇସାରିଥିବାବେଳେ ୫୨.୯୫ କୋଟି ପାନ ଟିକା ଦିଆଯାଇଛି

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୦ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ; ବରଗଡ ଜିଲାରୁ ସର୍ବାଧିକ ୧୩ ,ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୭୫୭
ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୧୯୩ ନୂଆ ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୬୯୫ ଓ ସ୍ଥାନୀୟ ସଂକ୍ରମିତ ୪୯୮

ଆଉ ୧୧୭୭ ଜଣ ସୁସ୍ଥ ;  ରାଜ୍ୟରେ ସଂପ୍ରତି ୧୦୮୦୯ ଜଣ ସକ୍ରିୟ କରୋନା ସଂକ୍ରମିତ

+୨ ନାମଲେଖା, ୨୦୩୦ କନିଷ୍ଠ ମହାବିଦ୍ୟାଳୟ ସାମିଲ

ଜଟିଳ ହେଉଛି ଆଫଗାନିସ୍ତାନ ପରିସ୍ଥିତି; ବଳପୂର୍ବକ କ୍ଷମତାସୀନ ସରକାରକୁ ସ୍ୱୀକୃତି ଦେବନାହିଁ ଭାରତ ; ତାଲିବାନ ସରକାରକୁ ସ୍ୱୀକୃତି ଦେବାକୁ ଚୀନ ପ୍ରସ୍ତୁତ
ଇସ୍ରୋ ଜିଏସଏଲଭି -ଏଫ୧୦ ଭୂ-ସର୍ବେକ୍ଷଣ ଉପଗ୍ରହ ଉତକ୍ଷେପଣ ଅସଫଳ

ବେଙ୍ଗାଲୁରୁରେ ଛୋଟପିଲା ସଂକ୍ରମିତ, ୧୦ ଦିନରେ ୪୯୯ ଆକ୍ରାନ୍ତ

ଚନ୍ଦ୍ରରେ ଜଳଅଣୁ ଠାବ

ଅଧୁରା ରହିଗଲା ସ୍ବପ୍ନ, ହେଲିକପ୍ଟର ପଙ୍ଖା ଭାଙ୍ଗି ନିର୍ମାତା ମୃତ

ମେଲ୍‌ବୋର୍ଣ୍ଣରେ ପ୍ରଦର୍ଶିତ ହେବ ନୀଳମାଧବଙ୍କ ‘କାଲିର ଅତୀତ’

ଦ୍ଵିତୀୟ ଟେଷ୍ଟର ପ୍ରଥମ ଦିନ, ଭାରତ ୨୭୬/୩

ବିଶ୍ବ ଜାଭେଲିନ୍‌ ମାନ୍ୟତାର ୨ୟ ସ୍ଥାନରେ ନୀରଜ

ଭାରତୀୟ ପଦକ ବିଜେତାଙ୍କୁ ୨.୫ କୋଟି ପୁରସ୍କାର ଦେବ ଜେଏସ୍‌ଡବ୍ଲ୍ୟୁ

ବିଳମ୍ବ ହେବ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ ସମାରୋହ

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories