ଆଜିର ରାଶିଫଳ -ଏହି ରାଶିଧାରୀ ଭାଗ୍ୟଶାଳୀ ହୋଇପାରନ୍ତି

ମେଷ- କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ନଜର ଜ୍ଞାନାଲୋକରେ ପରିବାରର ଚଲାପଥକୁ ଉଜ୍ଜ୍ବଳମୟ କରିପାରନ୍ତି। ବ୍ୟବସାୟ ଲାଭପ୍ରଦ ହେବ। ଯଶସ୍ବୀ ଓ ଦୟାଳୁ ସ୍ବଭାବର ହେବେ। ଆର୍ଥିକ ସ୍ଥିତି ଦୃଢ଼ ହେବ।

 

ବୃଷ- ପୁଣ୍ୟକର୍ମା ବ୍ୟକ୍ତିଭାବେ ନିଜର ଭାଗ୍ୟ ନିୟନ୍ତା ନିଜେ ହେବେ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ସାମୟିକଭାବେ ଭୋଗୀ ଓ ବିଳାସୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀ ହେବେ।

ମିଥୁନ-  ଈର୍ଷାପରାୟଣ ହୋଇପାରନ୍ତି କଥାବାର୍ତ୍ତାରେ ବାଚାଳତା ପ୍ରକାଶ ପାଇପାରେ ସ୍ବାଭିମାନୀ ହେବେ ସହଯୋଗୀ ବ୍ୟବସାୟ ଲାଭପ୍ରଦ ହେବ ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ

କର୍କଟ- ବ୍ୟବସାୟ ଲାଭଜନକ ହେବ। ସମାଜସେବୀଭାବେ ଉଚ୍ଚ ସମ୍ମାନ ଲାଭ କରିବେ। ରୁଗ୍‌ଣ ଓ ଦୀନ ଦରିଦ୍ରଙ୍କ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ପାରିବାରିକ ସ୍ନେହ ମିଳିବ। ଯଶସ୍ବୀ ହେବେ।

ସିଂହ- ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁନାଶ କରିପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

କନ୍ୟା- କର୍ମଚଞ୍ଚଳ ରହିବେ କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ ଆକସ୍ମିକ ଧନଲାଭର ସୂଚନା ମିଳୁଛି ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ ଧାର୍ମିକ, ତେଜସ୍ବୀ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ

 

ତୁଳା-ଉଦାରଚେତା ହୋଇପାରନ୍ତି। ଦାନଧର୍ମରେ ଦୀକ୍ଷିତ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମକାରୀ ହୋଇପାରନ୍ତି। ଜଳଯାତ୍ରାରେ ବିପଦ ଅଛି। ବୁଦ୍ଧିମାନ୍‌ ହେବେ।

ବିଚ୍ଛା- ଦୃଢ଼ ଆତ୍ମବିଶ୍ବାସୀ ହେବେ ମନ ପ୍ରସନ୍ନ ରହିବ ପ୍ରେମୀ ସାହସୀ ହେବେ ବ୍ୟବହାର ମାର୍ଜିତ ହେବେ ଭାଷା ପ୍ରେମପୂର୍ଣ୍ଣ ହେବ ସାହସୀ ପ୍ରେମୀ ହେବେ ସାନଭାଇଙ୍କଠାରୁ ଆଦର, ସମ୍ମାନ ପ୍ରାପ୍ତ କରିବେ

 ଧନୁ- ଭାଗ୍ୟଶାଳୀ ହୋଇପାରନ୍ତି ପରଦେଶବାସୀ, ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ବିଦ୍ୟାପ୍ରେମୀ ହେବେ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ମିତ୍ର ସୁଖ ମିଳିବ ଧନାଗମ ହେବ

ମକର-  ସୁଖ, ଶାନ୍ତି, ସନ୍ତୋଷ ରୂପକ ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି ମାଲିମୋକଦ୍ଦମାରେ ବିଜୟୀ ହେବେ ଧନଲାଭ ହେବ ଧନସମ୍ପଦ ଭରପୂର ରହିବ ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ

 କୁମ୍ଭ- ଏକାନ୍ତ, ମୌନାବତାର ସାଧନା ଫଳବତୀ ହେବ କର୍ମଚଞ୍ଚଳ ରହିବେ ମଧୁର କଥାରେ ଶତ୍ରୁକୁ ମିତ୍ର କରିପାରନ୍ତି ସାହସୀ ଜ୍ଞାନୀ ହେବେ ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ

 ମୀନ- ଆୟୁଷ୍ମାନ୍ହେବେ ଯଶସ୍ବୀ ହୋଇପାରନ୍ତି ଲୋକପ୍ରିୟତା ଅର୍ଜନ କରିବେ କର୍ମଚଞ୍ଚଳ ରହିବେ ସରକାରୀ ସ୍ତରରୁ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି କରିତ୍କର୍ମା ହେବେ

Comments are closed.