www.samajalive.in
Sunday, December 7, 2025
14.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ରେପୋରେଟ୍ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ..

ଲଗାତର ୯ମ ଥର ପାଇଁ ୬.୫%ରେ ଅପରିବର୍ତ୍ତିତ ରହିଲା ରେପୋରେଟ..

- Advertisement -

ମୁଦ୍ରା ନୀତି କମିଟି ବୈଠକରେ ହୋଇଛି ନିଷ୍ପତ୍ତି..

ଆନନ୍ଦପୁର ମେଡିକାଲରେ ରୋଗୀ ସମ୍ପର୍କୀୟଙ୍କୁ କାମୁଡିଲା ସାପ..

ବାଦଲ ଫଟା ବର୍ଷା ; ଭାସି ଯାଇ ୧୪ ମୃତ

ହିମାଳଚ ପ୍ରଦେଶରେ ସାମେଜ ଓ ବାଗି ବ୍ରିଜ ଅଞ୍ଚଳରେ ବାଦଲ ଫଟା ବର୍ଷା କାରଣରୁ ୧୪ ଜଣଙ୍କ ମୃତ୍ୟୁ..

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଆଇଏମ ପଲିସ ବ୍ୟୁରୋ ସଦସ୍ୟ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ..

ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା..

କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀର ବନ୍ୟାଜଳ..

ଦୁଇ ଦିନର ଲଗାଣ ବର୍ଷା ହେତୁ ମନ୍ଦିର ବେଢାରେ ପ୍ରବେଶ କରିଛି ବନ୍ୟାଜଳ..

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ; ୧୯ ଜିଲ୍ଲାରେ ନୂଆ ଜିଲ୍ଲାପାଳ ନିଯୁକ୍ତି..

କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗଟ୍..

ଭାଗ୍ୟଶାଳୀ ରାଶି : ମେଷ ଠାରୁ ମୀନ ଅଗଷ୍ଟ ୧୬ ପୂର୍ବରୁ କାହାର ଚମକିବ ଭାଗ୍ୟ..

 ପ୍ୟାରିସ୍ ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ପରେ ନେଲେ ବଡ଼ ନିଷ୍ପତ୍ତି , ନିଜ ଏକ୍ସ ଆକାଉଣ୍ଟ ମାଧ୍ୟମରେ ଦେଲେ ସୂଚନା..

ପାର୍କିଂ ଝଗଡାକୁ ନେଇ ରାଜଧାନୀରେ ଡବଲ ମର୍ଡର..

ଏୟାରଫିଲ୍ଡ ଥାନା ହାଇଟେକ୍ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଦୁଇ ଜଣଙ୍କୁ ହତ୍ୟା..

ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରୁଛି ପୁଲିସ୍ , ଜଣାପଡିନି ହତ୍ୟା ପଛର ସବିଶେଷ କାରଣ..

ପ୍ୟାରିସ୍ ଅଲିମ୍ପିକ୍ସରେ ଆଜି ଭାରତ ପାଇଁ ଏକାଧିକ ପଦକ ସମ୍ଭାବନା..

ହକିରେ ବ୍ରୋଞ୍ଚ ପାଇଁ ସ୍ପେନ୍ ସହ ଲଢେଇ..

ଫିଲ୍ମରୁ କମ୍‌ ନୁହେଁ ; ଏଯାଏଁ ୯ ହତ୍ୟା, ସମସ୍ତେ ମହିଳା, ସମାନ ଶୈଳୀ,ବୁଲୁଛି ସିରିୟଲ କିଲର୍‌..

ପୁରୁଷ ଜାଭଲିନ୍ ଫାଇନାଲ ଖେଳିବେ ନୀରଜ ଚୋପ୍ରା, ରେସଲିଂ ରେ ବି ପଡିଆକୁ ଓହ୍ଲାଇବେ ଭାରତୀୟ ପ୍ରତିଯୋଗୀ..

ଆସୁଛି ଆଉ ଏକ ଲଘୁଚାପ: ଆସନ୍ତା ୧୨ ଘଣ୍ଟା ଭିତରେ ନେବ ଲଘୁଚାପର ରୂପ..

ପ୍ରଭାବରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି, ୧୦ ଯାଏଁ ପ୍ରବଳ ବର୍ଷିବ..

ଆଜି ବାଂଲାଦେଶରେ ଅନ୍ତରୀଣ ସରକାରର ଶପଥ ଗ୍ରହଣ, ପରାମର୍ଶଦାତା ପରିଷଦରେ ରହିପାରନ୍ତି ୧୫ ଜଣ ସଦସ୍ୟ..

କେନ୍ଦ୍ରାପଡା: ବସ୍-ତେଲ ଟ୍ୟାଙ୍କର ଧକ୍କା, ୧୦ ଆହତ, ମାର୍ଶାଘାଇ ଥାନା ଏନଏଚ୍ ୫୩ ହଜାରି ଛକ ନିକଟରେ ଦୁର୍ଘଟଣା..

ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ସୂଚନା..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories