ଭାଗ୍ୟଶାଳୀ ରାଶି : ମେଷ ଠାରୁ ମୀନ ଅଗଷ୍ଟ ୧୬ ପୂର୍ବରୁ କାହାର ଚମକିବ ଭାଗ୍ୟ..

ନିକଟରେ ଗ୍ରହଙ୍କ ରାଜକୁମାର ବୁଧ ବକ୍ରୀ ହୋଇଛନ୍ତି । ବର୍ତ୍ତମାନ ଗ୍ରହଙ୍କ ରାଜା ସୂର୍ଯ୍ୟ ଚଳନ କରି ସିଂହ ରାଶିରେ ପ୍ରବେଶ କରିବେ । ଏହାସହ ଶଶ ରାଜଯୋଗ,ଲକ୍ଷ୍ମୀ-ନାରାୟଣ ଯୋଗ ମଧ୍ୟ ସୃଷ୍ଟି ହେଉଛି । ଏହି ଯୋଗ ସମସ୍ତ ୧୨ ରାଶିରେ କର୍ମକ୍ଷେତ୍ର-ବ୍ୟବସାୟ ପାଇଁ ଖୁବ୍‌ ମହତ୍ତ୍ୱ ପୂର୍ଣ୍ଣ । ଜାଣନ୍ତୁ ଆଗାମୀ ଦିନରେ ମେଷ ଠାରୁ ମୀନ ରାଶି ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି କେମିତି ରହିବ.. ମେଷ – ମେଷ ରାଶି ବ୍ୟକ୍ତି ବିଶେଷଙ୍କ … Continue reading ଭାଗ୍ୟଶାଳୀ ରାଶି : ମେଷ ଠାରୁ ମୀନ ଅଗଷ୍ଟ ୧୬ ପୂର୍ବରୁ କାହାର ଚମକିବ ଭାଗ୍ୟ..