www.samajalive.in
Saturday, December 6, 2025
16.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯିବ..

ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସୂଚନା..

- Advertisement -

ନୂଆ ରାସନକାର୍ଡ ପାଇଁ ଏବେ ସୁଦ୍ଧା ୯ଲକ୍ଷ ଆବେଦନ କରିଛନ୍ତି..

୧୭ରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି, ଆଜିଠୁ ଆବେଦନକାରୀଙ୍କଠାରୁ ଫର୍ମ ସଂଗ୍ରହ କାର୍ଯ୍ୟ ଆରମ୍ଭ..

ବଣାଇରେ ହାତୀ ଆତଙ୍କ: ହାତୀ ଘଉଡାଇବା ବେଳେ ଯୁବକଙ୍କୁ କଚାଡି ମାରିଲା..

ବିଳମ୍ବିତ ରାତିରେ ବନ ବିଭାଗ ସହ ହାତୀ ଘଉଡାଇବାବେଳେ ଅଘଟଣ..

୧୮ ସେପ୍ଟେମ୍ବରରେ ଚନ୍ଦ୍ର ଗ୍ରହଣ; ଜାଣନ୍ତୁ ରାଶି ଉପରେ ପ୍ରଭାବ, ଭାରତରେ ଦୃଶ୍ୟମାନ କି ନୁହେଁ..

ରାଜ୍ୟରେ ବ୍ୟାପୁଛି ବାର୍ଡ ଫ୍ଲୁ ସଂକ୍ରମଣ : ଦିନେ ଦୁଇ ଦିନ ଭିତରେ ତଦାରଖ ପାଇଁ ଓଡ଼ିଶା ଆସିବ ସେଣ୍ଟ୍ରାଲ ଟିମ..

ବାର୍ଡ଼ ଫ୍ଲୁ ବ୍ୟାପିଥିବା ଅଞ୍ଚଳ ବୁଲିବା ସହ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ବୈଠକ କରିବା କାର୍ଯ୍ୟକ୍ରମ..

୨୦୨୬ ମାର୍ଚ୍ଚ ସୁଦ୍ଧା ଓଡ଼ିଶାରୁ ମାଓବାଦୀ ମୂଳପୋଛ ହେବେ: ଡିଜିପି ୱାଇ ବି ଖୁରାନିଆ..

ୟୁପି ପ୍ରୟାଗରାଜ ମଦ୍ରାସାରେ ନକଲି ନୋଟ୍ କାରଖାନା ଠାବ: ବିଡା ବିଡା ନକଲି ନୋଟ୍ ସହ ଆପତ୍ତିଜନକ ପୁସ୍ତକ ଜବତ..

ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପିଲାଙ୍କୁ ଶିକ୍ଷା ଦିଆଯାଉଥିବା ଚର୍ଚ୍ଚା..

ଦେଖନ୍ତୁ ଭିଡିଓ; ଫିଲ୍ମରୁ କମ୍‌ ନୁହେଁ, ରେସ୍ତୋରାଁରେ ଦାଦାଗିରି, ତଲୱାର ଧରି କଲେ ଉତ୍ପାତ୍‌..

ଘଟଣାରେ ୪ ଗିରଫ, ମାଷ୍ଟର ମାଇଣ୍ଡ ସମେତ ଦୁଇ ଜଣ ଭଦ୍ରକ ଜିଲ୍ଲାର ହୋଇଥିବା ସୂଚନା..

ଗୁଣୁପୁର: କପାବାଡ ନିକଟରୁ ମାଈ ହାତୀର ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ, ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଅନୁମାନ..

ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସରେ ଛାତ୍ରୀଙ୍କ ଆତ୍ମହତ୍ୟା..

ମୃତ ଛାତ୍ରୀ କ୍ରିତିକା ରାଜ, ବି.ଟେକ ଦ୍ୱିତୀୟ ବର୍ଷରେ ପଢୁଥିଲେ..

କିଛି ଦିନ ହେବ ମାନସିକ ଚାପରେ ଥିଲେ ଛାତ୍ରୀ..

ଆତ୍ମହତ୍ୟାର କାରଣ ଅସ୍ପଷ୍ଟ, କଲେଜ ପକ୍ଷରୁ ଅଭିଭାବକଙ୍କୁ ଦିଆଯାଇଛି ଖବର..

ଆମେରିକାର ଟେକ୍ସାସରେ ୪ ଭାରତୀୟଙ୍କ ମୃତ୍ୟୁ; ଦୁର୍ଘଟଣା ପରେ କାରରେ ଲାଗିଗଲା ନିଆଁ, ଜଳିଗଲେ ୪ ଭାରତୀୟ..

 

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories