www.samajalive.in
Friday, December 5, 2025
20.1 C
Bhubaneswar

ଦେଖନ୍ତୁ ଭିଡିଓ; ଫିଲ୍ମରୁ କମ୍‌ ନୁହେଁ, ରେସ୍ତୋରାଁରେ ଦାଦାଗିରି, ତଲୱାର ଧରି କଲେ ଉତ୍ପାତ୍‌..

ମୁମ୍ବଇ : ନାଗପୁରର ଏକ ବାର୍‌ ଓ ରେସ୍ତୋରାଁରେ କିଛି ଅସାମାଜିକ ବ୍ୟକ୍ତି ମାରଣାସ୍ତ୍ର ସହ ଆକ୍ରମଣ କରିଛନ୍ତି । ମାରଣାସ୍ତ୍ର ଧରି ରେସ୍ତୋରାଁରେ ଭିତରକୁ ପ୍ରବେଶ କରି ଭଙ୍ଗାରୁଜା କରି ଅନେକ କ୍ଷୟକ୍ଷତି କରିବା ସହ ଲୋକଙ୍କୁ ଭୟଭୀତ କରିଛନ୍ତି । ସେଠାରେ ଥିବା କର୍ମଚାରୀ ଏଣେତେଣେ ଲୁଚି ନିଜ ଜୀବନ ବଞ୍ଚାଇଥିଲେ । ଘଟଣା ନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


ଭାଇରାଲ ହେଉଥିବା ଭିଡିଓରେ ଦେଖିପାରିବେ, ଏଠାରେ ଅସାମାଜିକ ବ୍ୟକ୍ତି ମାନେ ଖୋଲାଖୋଲି ତଲୱାର, ଠେଙ୍ଗା ଧରି ରେସ୍ତୋରାଁ ଭିତରକୁ ପଶିଛନ୍ତି। ହୋଟେଲ ପରିଚାଳକଙ୍କ ଉପରେ ଆକ୍ରମଣ କରିବା ସହ ସେଠାରେ ଭଙ୍ଗାରୁଜା କରୁଛନ୍ତି। ପାର୍କିଙ୍ଗ ନିକଟରେ ଲୋକଙ୍କୁ ଧମକାଇବା ସହ ସେଠାରେ ଥିବା ଗାଡି ଗୁଡିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି । ଗ୍ରାହକଙ୍କ ସହ ମଧ୍ୟ ମାରପିଟ୍‌ କରିଥିବା ଭିଡିଓରେ ଦେଖିପାରିବେ । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

୧୮ ସେପ୍ଟେମ୍ବରରେ ଚନ୍ଦ୍ର ଗ୍ରହଣ; ଜାଣନ୍ତୁ ରାଶି ଉପରେ ପ୍ରଭାବ, ଭାରତରେ ଦୃଶ୍ୟମାନ କି ନୁହେଁ..

- Advertisement -

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories