୧୮ ସେପ୍ଟେମ୍ବରରେ ଚନ୍ଦ୍ର ଗ୍ରହଣ; ଜାଣନ୍ତୁ ରାଶି ଉପରେ ପ୍ରଭାବ, ଭାରତରେ ଦୃଶ୍ୟମାନ କି ନୁହେଁ..

ବର୍ଷ ୨୦୨୪ର ୨ୟ ଚନ୍ଦ୍ର ଗ୍ରହଣ ଲାଗିବାକୁ ଅଳ୍ପ କିଛି ଦିନ ବାକି ରହିଛି । ଏହି ଚନ୍ଦ୍ର ଗ୍ରହଣ ସେପ୍ଟେମ୍ବର ମାସରେ ଲାଗିବ । ଏହା ଆଂଶିକ ଚନ୍ଦ୍ର ଗ୍ରହଣ । ଏହା ପୂର୍ବରୁ ମାର୍ଚ୍ଚ ମାସରେ ହୋଲିରେ ଚନ୍ଦ୍ର ଗ୍ରହଣ ହୋଇଥିଲା । ସେପ୍ଟେମ୍ବର ୨୦୨୪ରେ ହେବାକୁ ଥିବା ଏହି ଚନ୍ଦ୍ର ଗ୍ରହଣ ବର୍ଷର ୨ୟ ଓ ଶେଷ ଚନ୍ଦ୍ର ଗ୍ରହଣ । ୧୮ ସେପ୍ଟେମ୍ବର,୨୦୨୪ରେ ହେବାକୁ ଯାଉଛି । ବର୍ଷର ଶେଷ ଚନ୍ଦ୍ର … Continue reading ୧୮ ସେପ୍ଟେମ୍ବରରେ ଚନ୍ଦ୍ର ଗ୍ରହଣ; ଜାଣନ୍ତୁ ରାଶି ଉପରେ ପ୍ରଭାବ, ଭାରତରେ ଦୃଶ୍ୟମାନ କି ନୁହେଁ..