ଦେଖନ୍ତୁ ଭିଡିଓ; ଫିଲ୍ମରୁ କମ୍‌ ନୁହେଁ, ରେସ୍ତୋରାଁରେ ଦାଦାଗିରି, ତଲୱାର ଧରି କଲେ ଉତ୍ପାତ୍‌..

ମୁମ୍ବଇ : ନାଗପୁରର ଏକ ବାର୍‌ ଓ ରେସ୍ତୋରାଁରେ କିଛି ଅସାମାଜିକ ବ୍ୟକ୍ତି ମାରଣାସ୍ତ୍ର ସହ ଆକ୍ରମଣ କରିଛନ୍ତି । ମାରଣାସ୍ତ୍ର ଧରି ରେସ୍ତୋରାଁରେ ଭିତରକୁ ପ୍ରବେଶ କରି ଭଙ୍ଗାରୁଜା କରି ଅନେକ କ୍ଷୟକ୍ଷତି କରିବା ସହ ଲୋକଙ୍କୁ ଭୟଭୀତ କରିଛନ୍ତି । ସେଠାରେ ଥିବା କର୍ମଚାରୀ ଏଣେତେଣେ ଲୁଚି ନିଜ ଜୀବନ ବଞ୍ଚାଇଥିଲେ । ଘଟଣା ନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। नागपुर में … Continue reading ଦେଖନ୍ତୁ ଭିଡିଓ; ଫିଲ୍ମରୁ କମ୍‌ ନୁହେଁ, ରେସ୍ତୋରାଁରେ ଦାଦାଗିରି, ତଲୱାର ଧରି କଲେ ଉତ୍ପାତ୍‌..