www.samajalive.in
Monday, December 15, 2025
24.1 C
Bhubaneswar

ଭୋଟ ବର୍ଜନ କଲେ ବାଲେଶ୍ବର ନନ୍ଦଚକ ଗାଁ ଲୋକେ, ମୌଳିକ ସୁବିଧା ମିଳୁନଥିବାରୁ ୧୨୬ଜଣ ନାଗରିକ ଦେଲେ ନାହିଁ ଭୋଟ

ବାଲେଶ୍ବର: ଆଜି ବାଲେଶ୍ବର ସଦର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ତେବେ ଏହି ଉପନିର୍ବାଚନରେ ବାଲେଶ୍ବର ଜିଲା ଅନ୍ତର୍ଗତ ପରଥି ପଞ୍ଚାୟତର ନନ୍ଦଚକ ଗାଁ ଲୋକେ ଅଂଶଗ୍ରହଣ କରିନାହାନ୍ତି। ମୌଳିକ ସୁବିଧା ମିଳୁନଥିବାରୁ ୧୨୬ଜଣ ନାଗରିକ ଭୋଟ ଦେଲେ ନାହିଁ।

 

- Advertisement -

ଆଜି ସେମାନେ ବାଲେଶ୍ବର ସଦର ଉପନିର୍ବାଚନ ଭୋଟ ବର୍ଜନ କରିଛନ୍ତି। ପରଥି ପଞ୍ଚାୟତ ନନ୍ଦଚକ ଗାଁ ଲୋକଙ୍କ ଭୋଟ ବର୍ଜନ କାରଣ ନେଇ ପ୍ରତିକ୍ରିୟାରେ କହିଛନ୍ତି ଯେ ନନ୍ଦଚକରେ ଅନେକ ସମସ୍ୟା ରହିଛି। ସେମାନେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ଯେହେତୁ ସରକାର ଗାଁ ଲୋକଙ୍କ ମୌଳିକ ସମସ୍ୟା ସମାଧାନ କରିପାରୁ ନାହାନ୍ତି ଓ ସେମାନଙ୍କୁ ମୌଳିକ ସୁବିଧା ପ୍ରଦାନ କରୁନାହାନ୍ତି, ତେଣୁ ଏହାର ପ୍ରତିବାଦରେ ନନ୍ଦଚକ ଗାଁ ଲୋକ ଭୋଟ ବର୍ଜନ କରିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories