BJD Bijuli 480×75 Mob

ଦୁଇ ଭାଇଙ୍କୁ ଛୁରି ଭୁଷି ହତ୍ୟା

BJD Bijuli 480×75 Mob
0

ବାଲେଶ୍ୱର: ବାଲେଶ୍ବର ଜିଲା ଝଗଡ଼ାପାଡ଼ି ଛକ ବିଚ୍ ରାସ୍ତାରେ ଦୁର୍ବୃତ୍ତ ଦୁଇ ଭାଇଙ୍କୁ ଛୁରି ଭୁଷି ହତ୍ୟା କରିଛନ୍ତି। ମୃତକ ଦ୍ବୟ ଚାନ୍ଦିପୁର ଥାନା ନାଙ୍ଗୁଡ଼ି ଗାଁର। ଦୋକାନରୁ ସାମଗ୍ରୀ କିଣାବିକାକୁ ନେଇ ଦୁଇ ଭାଇଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।

Leave A Reply