ନୂଆଦିଲ୍ଲୀ: ଟେଲିକମ ଅପରେଟର ଭାରତୀ ଏୟାରଟେଲ ଓ ଗୁଗଲ୍ ମିଳିତ ଭାବେ ସବୁଠୁ ଶସ୍ତା ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛନ୍ତି। ଆଣ୍ଡରଏଡ୍ ଓରିୟୋ (ଗୋ ଏଡିସନ) ଅପରେଟିଂ ସିଷ୍ଟମ୍ ଯୁକ୍ତ ୪ଜି ସ୍ମାର୍ଟଫୋନ ଖୁବ୍ଶୀଘ୍ର ଭାରତୀୟ ବଜାରରେ ବିକ୍ରି ଆରମ୍ଭ ହେବ। ୫୧୨ ଏମ୍ବି ରାମ୍ ଯୁକ୍ତ ଏହି ସ୍ମାର୍ଟଫୋନରେ ମାଇ ଏୟାରଟେଲ ଆପ୍, ଏୟାରଟେଲ ଟିଭି, ୱିଙ୍କ ମ୍ୟୁଜିକ୍, ଗୁଗଲ ଗୋ, ଗୁଗଲ ମ୍ୟାପ୍ ଗୋ, ଜିମେଲ ଗୋ, ୟୁଟୁବ ଗୋ ଆଦି ଆପ୍ଲିକେସନ ମହଜୁଦ ରହିବ।
Popular Categories



