ଆମ୍ବ ବଗିଚାରୁ ୧୧ଟି ଅଫୁଟା ବୋମା ଉଦ୍ଧାର

0

ଖୋର୍ଦ୍ଧା: ଲୋକେଶ୍ୱରପୁର ନିକଟ ବିକାଶନଗର ଆମ୍ବ ବଗିଚାରୁ ଖୋର୍ଦ୍ଧା ଟାଉନ ଥାନା ପୁଲିସ ଆଜି ୧୧ଟି ଅଫୁଟା ବୋମା ଉଦ୍ଧାର କରିଛି। ଏକ ପେଟି ମଧ୍ୟରେ ବୋମାଗୁଡ଼ିକ ରଖାଯାଇଥିଲା। ଖବରପାଇ ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ସେଠାରେ ପହଞ୍ଚିଥିଲେ। ପରେ ବୋମାଗୁଡ଼ିକୁ ନିଷ୍କ୍ରିୟ କରାଯାଇଥିଲା। ପୁଲିସ ଘଟଣାର ଖୋଳତାଡ଼ ଚଳାଇଛି।

Leave A Reply