ଶୀତ କମ, ଅଧିକ ରହିବ ରାତି ତାପମାତ୍ରା

ଡେସ୍କ: ଚଳିତ ବର୍ଷ ରାଜ୍ୟରେ ଶୀତ କମ ହେବ। ଶୀତ ଋତୁ ଆସିବା ମାତ୍ରେ ଲୋକମାନଙ୍କ ମଧ୍ୟରେ ଯେଉଁ ଭୟ ସୃଷ୍ଟି ହୁଏ, ତାହା ଏ ବର୍ଷ ଶୀତ ଋତୁରେ ରହିବ ନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏଥର ରାଜ୍ୟରେ ଶୀତ ଋତୁରେ ସର୍ବନିମ୍ନ ବା ରାତ୍ରି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବାର ସମ୍ଭାବନା ଥିବାରୁ ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ଶୀତର ପ୍ରକୋପ କମ ରହିବା ସମ୍ଭାବନା ରହିଛି। ତେଣୁ ପୂର୍ବ ବର୍ଷ ଅପେକ୍ଷା ଏବର୍ଷ ଶୀତ କମ୍‌ ଅନୁଭୂତ ହେବା ସମ୍ଭାବନା ରହିଛି।

Comments are closed.