www.samajalive.in
Sunday, December 7, 2025
23.1 C
Bhubaneswar

ମୋଦୀଙ୍କ ଭଳି ଆମେ ମିଛୁଆ ନୁହେଁ – କଂଗ୍ରେସ ଅଧ୍ୟକ୍ଷ

ଡେସ୍କ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ତାଙ୍କ ଦଳ ମିଥ୍ୟା ପ୍ରତିଶ୍ରୁତି ଦେଉନାହିଁ। ଶୁକ୍ରବାର କଂଗ୍ରେସ ‘ନ୍ୟାୟ ପତ୍ର’ ଶୀର୍ଷକ ଇସ୍ତାହାର ଜାରି କରିଥିବା ବେଳେ ବିଜେପି ଏହାକୁ ମିଥ୍ୟା ଦାବି ବୋଲି କହିଛି।

ଇଡି ପରେ ଏନଆଇଏ ପାଳି – ଅଧିକାରୀଙ୍କୁ ଦୁର୍ବୁତ୍ତ ଭାବି ପିଟିଲେ ଲୋକେ

- Advertisement -

ଜୟପୁରରେ ଏକ ଜନସଭାକୁ ସମ୍ବୋଧିତ କରି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଆମ ଦଳ କ୍ଷମତାକୁ ଆସିଲେ ଆମେ ୨୫ଟି ଗ୍ୟାରେଣ୍ଟି ପୂରଣ କରିବୁ ବୋଲି ପ୍ରତିଶ୍ରୁତି ଦେଇଛୁ। ପିଏମ ମୋଦିଙ୍କ ଭଳି ଆମେ ମିଛ କହୁନାହୁଁ। ସେ ଅନେକ ଗ୍ୟାରେଣ୍ଟି ଦେଇଛନ୍ତି, କିନ୍ତୁ ମୁଁ ଆପଣଙ୍କୁ ପଚାରିବାକୁ ଚାହୁଁଛି ଯେ ଏପର୍ଯ୍ୟନ୍ତ କେଉଁ ଗ୍ୟାରେଣ୍ଟି ପୂରଣ ହୋଇଛି। ପ୍ରତିବର୍ଷ ୨ କୋଟି ଚାକିରି ଦେବାର ଗ୍ୟାରେଣ୍ଟି ଦେଇଥିଲେ। ତେଣୁ ଗତ ୧୦ ବର୍ଷ ମଧ୍ୟରେ ତାଙ୍କୁ ୨୦ କୋଟି ଚାକିରି ଦେବାକୁ ଥିଲା। ମୁଁ ପଚାରିବାକୁ ଚାହୁଁଛି ଆପଣ ୨୦ କୋଟି ଚାକିରି ପାଇଛନ୍ତି କି ନାହିଁ?”

ତିକ୍ତ ସମ୍ପର୍କ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ରପ୍ତାନିକୁ ଅନୁମତି – ଭାରତକୁ ମାଳଦ୍ୱୀପର ଧନ୍ୟବାଦ

ରାଲିରେ ଯୋଗ ଦେଇଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଅଭିଯୋଗ କରିଛନ୍ତି ଯେ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଗଠିତ ଦେଶର ବଡ଼ ବଡ଼ ଅନୁଷ୍ଠାନଗୁଡ଼ିକ ଦୁର୍ବଳ ହୋଇଯାଇଛି ଏବଂ ଆଜି ପରିସ୍ଥିତି ଏପରି ହୋଇଛି ଯେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଉପରେ ଲୋକଙ୍କ ବିଶ୍ୱାସ ନାହିଁ।

ଜୀବନ ଓ ସଫଳତା – ଜୟା କିଶୋରୀଙ୍କ ୧୦ଟି ବାଣୀ

ଦେଶରେ ଦିନକୁ ଦିନ ବଢୁଥିବା ବେରୋଜଗାର ପାଇଁ ମୋଦି ନେତୃତ୍ୱାଧୀନ ବିଜେପି ସରକାରଙ୍କୁ ଟାର୍ଗେଟ କରିବା ସହ ବେରୋଜଗାରୀ ଦୂର କରିବା ପାଇଁ ସେମାନେ କ’ଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଦଳର ନିର୍ବାଚନୀ ଇସ୍ତାହାରକୁ ସେ ଦେଶର ସ୍ୱର ବୋଲି କହିଛନ୍ତି। ମୁଁ ବହୁତ ଖୁସି ଏବଂ ଗର୍ବିତ ଯେ ରାଜ୍ୟସଭାର ସଦସ୍ୟ ହେବା ପରେ ମୋ ମା’ ସୋନିଆ ଗାନ୍ଧି ରାଜସ୍ଥାନକୁ ଆସିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories