ଇଡି ପରେ ଏନଆଇଏ ପାଳି – ଅଧିକାରୀଙ୍କୁ ଦୁର୍ବୁତ୍ତ ଭାବି ପିଟିଲେ ଲୋକେ

ଡେସ୍କ: ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁରରେ ଜାତୀୟ ତଦନ୍ତକାରୀ ସଂସ୍ଥା – ଏନଆଇଏ ଉପରେ ହୋଇଥିବା ଆକ୍ରମଣକୁ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି। ସେ କହିଛନ୍ତି, ଏ ପ୍ରସଙ୍ଗରେ ଉଭୟ ଏନଆଇଏ ଏବଂ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ପାଇବା ପରେ ସେ କହିପାରିବେ ବୋଲି କହିଛନ୍ତି। ତେବେ ଏଭଳି ଘଟଣା ଠିକ ନୁହେଁ ବୋଲି ସେ କହିଛନ୍ତି। ଆଇନ ତା ବାଟରେ ଯିବ ଏବଂ ଗୁଣ୍ଡା ଓ ଅସାମାଜିକ ତତ୍ତ୍ୱମାନେ ଆଇନ … Continue reading ଇଡି ପରେ ଏନଆଇଏ ପାଳି – ଅଧିକାରୀଙ୍କୁ ଦୁର୍ବୁତ୍ତ ଭାବି ପିଟିଲେ ଲୋକେ