ତିକ୍ତ ସମ୍ପର୍କ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ରପ୍ତାନିକୁ ଅନୁମତି – ଭାରତକୁ ମାଳଦ୍ୱୀପର ଧନ୍ୟବାଦ

ଡେସ୍କ: ମାଳଦ୍ୱୀପ ଚଳିତ ଆର୍ଥିକ ବର୍ଷରେ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ରପ୍ତାନି କଟକଣା ଉଠାଇଥିବାରୁ ଭାରତକୁ କୃତଜ୍ଞତା ଜ୍ଞାପନ କରିଛି। ୨୦୨୪ ଓ ୨୦୨୫ ମସିହାରେ ମାଳଦ୍ୱୀପକୁ ଭାରତରୁ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ କରିବାରେ ସକ୍ଷମ କରିବା ପାଇଁ କୋଟା ନବୀକରଣ କରିଥିବାରୁ ସେଠାକାର ବୈଦେଶିକ ମନ୍ତ୍ରୀ ମୁସା ଜାମିର ଭାରତ ସରକାରଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ଜୀବନ ଓ ସଫଳତା – ଜୟା କିଶୋରୀଙ୍କ ୧୦ଟି ବାଣୀ ଏହା ପ୍ରକୃତରେ ଏକ ପଦକ୍ଷେପ ଯାହା ଦୀର୍ଘଦିନର … Continue reading ତିକ୍ତ ସମ୍ପର୍କ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ରପ୍ତାନିକୁ ଅନୁମତି – ଭାରତକୁ ମାଳଦ୍ୱୀପର ଧନ୍ୟବାଦ